ବାବୁଆଣୀ କହୁଥିଲେ ମାଲିସ କର..| Lady Homegurad Levels Serious Allegation Against DIG | Odisha Reporter

Odisha Reporter
Odisha Reporter
65.4 هزار بار بازدید - 11 ماه پیش - ଉପରିସ୍ଥ ବାବୁଙ୍କ ଘରେ ଗଧ ଭଳି
ଉପରିସ୍ଥ ବାବୁଙ୍କ ଘରେ ଗଧ ଭଳି ଖଟୁଛନ୍ତି ହୋମଗାର୍ଡ। ବାଥରୁମ ଘଷୁଥିଲେ, ଟଏଲେଟ ସଫା କରୁଥିଲେ। ବାସନ ମାଜିବା ସହିତ ଘର ପୋଛୁଥିଲେ। ପିଲାଛୁଆଙ୍କ ସବୁ କାମ କରାଉଥିଲେ। ଲୁଗାପଟା ସଫାଠାରୁ ଆରମ୍ଭ କରି ଘରର ଯାବତୀୟ କାମ ହୋମଗାର୍ଡ କରୁଛନ୍ତି। କେବଳ ସେତିକି ନୁହେଁ, ଡିଆଇଜିଙ୍କ ପତ୍ନୀଙ୍କୁ ନିଇତି ମାଲିସ କରିବାକୁ ପଡୁଥିଲା। ଦିନେ ଯଦି ବନ୍ଦ ହେଲା ମାଡ ମାରୁଥିଲେ।
Odisha Reporter is one of the best Odia news portal in Odisha. Get all the news updates in Odia.

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: Facebook: OdishaReporter
Twitter: Twitter: OdishaReporter
Telegram: https://telegram.me/Odisha_Reporter_o...
Instagram: Instagram: odishareporter_official
#OdishaReporter #DIG ##centraldig #homeguard #OdishaPolice #brijeshkumar #OdishaReporter
11 ماه پیش در تاریخ 1402/05/31 منتشر شده است.
65,466 بـار بازدید شده
... بیشتر