'ଜଳ ବିବାଦ ଦୁଇ ରାଜ୍ୟ ଭିତରେ ନାହିଁ' || Mahanadi Water Dispute || BJD Leader Amar Satpathy || OR

Odisha Reporter
Odisha Reporter
422 بار بازدید - ماه قبل - ଓଡିଶାର ଯେଉଁଠି ଜନ ଜୀବନ ପ୍ରଭାବିତ
ଓଡିଶାର ଯେଉଁଠି ଜନ ଜୀବନ ପ୍ରଭାବିତ ହେବ, ଜଳ ସଙ୍କଟ ଦେଖା ଦେବ। ଯେଉଁ ପ୍ରକଳ୍ପ ଓଡିଶାର ସ୍ୱାର୍ଥ ବିରୋଧରେ ତାକୁ ପ୍ରତିରୋଧ କରିବାକୁ ସରକାରଙ୍କ ନିଷ୍ପତି ସ୍ୱାଗତ ଯୋଗ୍ୟ। ଅନେକ ଘୋଷଣା କରୁଛନ୍ତି..ହେଲେ ତାକୁ କାର୍ଯ୍ୟକାରୀ କରିବା ଉଚିତ। ଜଳ ବିବାଦ ଏବେ କେବଳ ଆଉ ଦୁଇଟି ରାଜ୍ୟ ଭିତରେ ନାହିଁ ବୋଲି କହିଛନ୍ତି ବିଜେଡି ନେତା ଅମର ଶତପଥୀ।

Odisha Reporter is one of the best Odia news portal in Odisha. Get all the news updates in Odia.

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: Facebook: OdishaReporter
Twitter: Twitter: OdishaReporter
Telegram: https://telegram.me/Odisha_Reporter_o...
Instagram: Instagram: odishareporter_official
#OdishaReporter #Odisha #Bhubaneswar #BJD #OdishaGovernment #AmarSatpathy
ماه قبل در تاریخ 1403/04/26 منتشر شده است.
422 بـار بازدید شده
... بیشتر