‘ବିଜେଡି ତାର ସ୍ଥିତି ଖୋଜୁଛି’ || BJP Spokesperson Manoj Mohapatra || BJD || BJP || Odisha Reporter

Odisha Reporter
Odisha Reporter
2.2 هزار بار بازدید - ماه قبل - ବିଜେଡ଼ି ତାର ସ୍ଥିତି ଖୋଜୁଛି ।
ବିଜେଡ଼ି ତାର ସ୍ଥିତି ଖୋଜୁଛି । ସମୁଦ୍ରରେ ହଜାଇ ନଈରେ ଖୋଜିବା ଯାହା ବିଜେଡିର ସ୍ଥିତି ଏବେ ସେଇୟା । ଏଏସଓଙ୍କ ପତ୍ନୀ ରାଜ୍ୟପାଳଙ୍କୁ ସାକ୍ଷାତ କରିଛନ୍ତି । ଗଣମାଧ୍ୟମରେ କହିଛନ୍ତି, ରାଜ୍ୟପାଳଙ୍କ ଉପରେ ଭରସା ଅଛି, ସେ ମାମଲାକୁ ଆମେ ପ୍ରତ୍ୟାହାର କରିବୁ । ବିଜେଡ଼ି କେବଳ ରାଜନୀତି କରୁଛି ବୋଲି କହିଛନ୍ତି ବିଜେପି ମୁଖପାତ୍ର ମନୋଜ ମହାପାତ୍ର।
Odisha Reporter is one of the best Odia news portal in Odisha. Get all the news updates in Odia.

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: Facebook: OdishaReporter
Twitter: Twitter: OdishaReporter
Telegram: https://telegram.me/Odisha_Reporter_o...
Instagram: Instagram: odishareporter_official
#OdishaReporter #Odisha #Bhubaneswar #BJD #BJP #PoliticalNews #ASO
ماه قبل در تاریخ 1403/04/26 منتشر شده است.
2,235 بـار بازدید شده
... بیشتر