୨ ଲେଡି ଅଫିସର ମିଶିକରି କେତେ ଆଗକେ ନେବେ ବରଗଡ ଜିଲ୍ଲାକେ

Paharaa
Paharaa
23 هزار بار بازدید - 3 سال پیش - ପଶ୍ଚିମ ଓଡ଼ିଶାର ସବୁ ଜିଲ୍ଲା ଭିତରୁ
ପଶ୍ଚିମ ଓଡ଼ିଶାର ସବୁ ଜିଲ୍ଲା ଭିତରୁ ଗୁଟେ ବଡ ଜିଲ୍ଲା ହେଉଛେ ବରଗଡ । ବର୍ଷ ଯାକ ଅଲଗା ଅଲଗା ପ୍ରସଙ୍ଗକେ ନେଇକରି ଚର୍ଚ୍ଚାନେ ରହି ଆସିଥିସି ବରଗଡ ଜିଲ୍ଲା । ଏରିଆ ହିସାବେ ଦେଖଲେ ବି ବଡ ଜିଲ୍ଲା । ଛତିଶଗଡ ସୀମାକେ ବି ଲାଗି ବରଗଡ ଜିଲ୍ଲାର ସୀମା । ସେସବୁକେ ଦେଖଲେ ଇ ଦୁହି ଜିଲ୍ଲାକେ ସମ୍ଭଲାବାର୍ଟା ସବୁବେଲେ ଗୁଟେ ଚେଲେଞ୍ଜ ଆଏ ।

About Us!
ପହରା, ଆମର ସମିଆ ଆର ସମାଜର ଦର୍ପନ।
ଆମର ତିହାର ବାହାରର ଉସନାଖି,
ଆମରଘର,ପରିବାର ଆର ସମ୍ପର୍କର ଗହକି।
ପହରା, ଆମର ଉଷତ ଆନନ୍ଦର କଥାନି।
ଆମର ଭାଷାଥି, ଆମକୁ କହେବେ ଆମର ନନୀ।
ଆମର ଗାନା ବାଜନା, ଆମର ତିହାର ବରପନ, ଆମର ଗାଁ ମା ଆରୁ ଭାଇ ବହେନକର କଥା।
ଆମର ନନୀ ମାନେ ଆମକୁ ବାଟ ଦେଖାବେ ଆରୁ ଆମକୁ ଶୂନାବେ ଆମର ଭାଷାଥି ଦୁନିଆଁ ଯାକର ଖବର।  
ପହରା, ଆମର ନୂଆ ଜୀବନ ଆରୁ ନୂଆ ସପନର ପ୍ଲାଟଫର୍ମ। ଆଗକେ ବଢବାର ଲାଗି ପହରା ଆମର ସିଡି ।
ପହରା ଆମର କଥା, ତୁମର କଥା, ଆମର ସମକର କଥା। ଆମର ସମିଆର ସବୁଠୁ ସୁନ୍ଦର କଥା।
ଆମେ ଠିଆ ହେମୁ ଆପନମାନଙ୍କର ସୁଖ ଆର ଦୁଖ ଥି। ଆମେ ଆମର ଭାଷା ଆର ସଂସ୍କୃତିର ପହରାଦାର ହୋଇ କରି
ସବୁବେଲେ ଠିଆ ହେମୁ ଆପଣଙ୍କର ସାଙ୍ଗେ।
ପହରା, ଆମର ଭାଷାଥି ଆମର ତୁଲସୀ ଚଉରା।

Subscriber our channel, Follow our page and and stay connected with Awesome Sambalpuri Videos!

Contact Us:- [email protected] If you finds your content in our videos!

Thanks & Regards
www.Paharaa.com
#ସମାଜ​ #ସଂସ୍କୃତି​ #ସମାଚାର
3 سال پیش در تاریخ 1400/04/08 منتشر شده است.
23,009 بـار بازدید شده
... بیشتر