Bahuda Jatra Festivities Illuminate Rourkela : ଭାଇ ବୁହେନଙ୍କୁ ଧରିକିନା ମାଉସୀ ମା’ ଘରୁ ଫିରଲେ ମହାପୁରୁ

Paharaa
Paharaa
604 بار بازدید - ماه قبل - ରାଉରକେଲା ସେକ୍ଟର-୩ ଅହିରାବନ୍ଧ ଠାନେ ଥିବାର୍
ରାଉରକେଲା ସେକ୍ଟର-୩ ଅହିରାବନ୍ଧ ଠାନେ ଥିବାର୍ ଜଗନ୍ନାଥ ମହାପୁରୁ ମାଉସୀ ଘରୁ ଫିରିଛନ୍ । ମହାପୁରୁ ଜଗନ୍ନାଥଙ୍କର ସାଙ୍ଗେ ଅଛନ୍ ବଡ଼ଭାଇ ବଳଭଦ୍ର ଆର୍ ବୁହେନ ସୁଭଦ୍ରା । ମାଉସୀ ମା’ ଘରେ ରହେଲା ପରେ ଫିରିଛନ୍ ୩ ମହାପୁରୁ ।  ଟିକେ ଟିକେ ଖରା, ବର୍ଷା ଲାଗି ରହିଥିଲେ ବି ବାହୁଡ଼ା ଯାତ୍ରା ଲାଗି ଭକ୍ତ ମାନକର୍ ଭିଡ୍ ଦେଖବାରକେ ମିଲିଥିଲା ରାଉରକେଲାନେ ।


For more such updates, please Like, Comment, and Share our videos and Subscribe to our YouTube channel.

Contacts:-
Mail- [email protected]
Facebook- Facebook: Paharaa24x7
YouTube- paharaa24x7
Instagram- Instagram: Paharaa24x7
Twitter- Twitter: Paharaa24x7
WhatsApp- 7205661076
Website- https://www.paharaa.com/

Thanks & Regards
www.Paharaa.com

#Odisha #Paharaa #Rourkela #BahudaJatra #LordJagannath #FestivalCelebration #HinduFestivals #CulturalHeritage #DevotionalJourney #CommunityEvent #OdishaFestivals #SpiritualCelebration
ماه قبل در تاریخ 1403/04/25 منتشر شده است.
604 بـار بازدید شده
... بیشتر