Sambalpur Bahuda yatra News- ଜ୍ୟୋତିରାଦିତ୍ୟ ମହାନ୍ତିଙ୍କର ପିଚୋ ରଥେ ମହାପୁରୁଙ୍କର ବାହୁଡ଼ା ଯାତ୍ରା

Paharaa
Paharaa
471 بار بازدید - ماه قبل - ପିଚୋ ପିଚୋ ରଥେ ବସିଛନ୍ ପିଚୋ
ପିଚୋ ପିଚୋ ରଥେ ବସିଛନ୍ ପିଚୋ ପିଚୋ ମହାପୁରୁ । ମାଉସୀ ମା’ ଘରୁ ଫିରୁଛନ୍ ୩ ମହାପୁରୁ । ସମ୍ବଲପୁର ଅଇଁଠାପାଲି ଶୁଭଶ୍ରୀ ବିହାରର ଜ୍ୟୋତିରାଦିତ୍ୟ ମହାନ୍ତିଙ୍କର ପିଚୋ ରଥ । ୯ ଦିନ ମାଉସୀ ମା’ ଘରେ ରହିକିନା ଫିରିଛନ୍ ମହାପୁରୁ ।  ବାପା, ମା’, ପରିବାର ଆର ଆଖର ପାଖର ଲୁକଙ୍କର ସହଯୋଗ ପାଇକିନା ଜ୍ୟୋତିରାଦିତ୍ୟ ବନେଇଛନ୍ ପିଚୋ ରଥ । ଅବିକଲ ଶ୍ରୀକ୍ଷେତ୍ର ପୁରୀ ବାଗିର ୩ଟା ରଥ ନନ୍ଦିଘୋଷ, ତାଳଧ୍ୱଜ, ଦର୍ପଦଳନ ନିଜର ହାତେ ବନେଇଛନ୍ । ରଥ ତିଆରି କାମେ ତାଙ୍କର ବାପା, ମା’ ତାଙ୍କୁ ବହୁତ ସହଯୋଗ କରିଛନ୍ । ବୁର୍ଲାନେ ସିଭିଲ ଇଞ୍ଜିନିୟରିଂର ଛାତ୍ର ଥିବାର ଜ୍ୟୋତିରାଦିତ୍ୟ ୪ ବରଷ ହେଲା ନିଜର ହାତେ ରଥ ବନେଇ ଆସୁଛନ୍ । ରଥଯାତ୍ରା ବାଗିର ମହାପୁରୁଙ୍କର ବାହୁଡ଼ା ଯାତ୍ରା ବି ବଡ଼ା ଧୁମଧାମନେ ପାଲନ କରିଥିଲେ ଜ୍ୟୋତିରାଦିତ୍ୟ ।  ସମ୍ବଲପୁରନେ ଭକ୍ତ ଆର ଭଗବାନଙ୍କର ଦେଖବାରକେ ମିଲିଥିଲା ଅପୂର୍ବ ମିଲନ ।

For more such updates, please Like, Comment, and Share our videos and Subscribe to our YouTube channel.

Contacts:-
Mail- [email protected]
Facebook- Facebook: Paharaa24x7
YouTube- paharaa24x7
Instagram- Instagram: Paharaa24x7
Twitter- Twitter: Paharaa24x7
WhatsApp- 7205661076
Website- https://www.paharaa.com/

Thanks & Regards
www.Paharaa.com

#Odisha #Paharaa #Sambalpur #BahudaJatra #LordJagannath #OdishaFestival #CulturalCelebration #DevotionalEvent #SpiritualJourney #HinduFestival #SambalpurNews #CommunityCelebration
ماه قبل در تاریخ 1403/04/25 منتشر شده است.
471 بـار بازدید شده
... بیشتر