ଭୁବନେଶ୍ବରରେ ଝୁଲାଧରି ବୁଲୁଛନ୍ତି ପୂର୍ବତନ ବିଧାୟକ || Former MLA Doctor Budhan Murmu || Odisha Reporter

Odisha Reporter
Odisha Reporter
187.5 هزار بار بازدید - ماه قبل - ସୁଟବୁଟ୍ ପିନ୍ଧିଲେ କିମ୍ବା ଦାମୀ ଗାଡ଼ି
ସୁଟବୁଟ୍ ପିନ୍ଧିଲେ କିମ୍ବା ଦାମୀ ଗାଡ଼ି ଚଢ଼ି ବୁଲିଲେ, କାହାର ବ୍ୟକ୍ତିତ୍ବ ବଦଳିଯାଏନି କି ଲୋକେ ତାଙ୍କୁ ପ୍ରଶଂସା କରନ୍ତି ନାହିଁ। ବର୍ତ୍ତମାନ ସମୟରେ ଅଧିକାଂଶ ଲୋକେ ବଡ଼ ଲୋକିଆ ଦେଖାଇ ହେବା ପାଇଁ ଗାଡ଼ି ଘୋଡ଼ା କେତେ କଣ ମେଣ୍ଟେନ କରୁଛନ୍ତି। କିନ୍ତୁ ରାଜଧାନୀର ରାଜ ରାସ୍ତାରେ ହାତରେ ଝୁଲାମୁଣି ଖଣ୍ଡେ ଧରି ବାଟ ଚାଲୁଥିବା ବ୍ୟକ୍ତି ଜଣକ କିଏ ଆପଣ ଜାଣିଲେ ହୁଏତ ମନେ ମନେ ଭାବିବେ, ଜଣେ ପୂର୍ବତନ ବିଧାୟକ ପୁଣି ଡାକ୍ତର ଚାକିରି କରିଥିଲେ, କଣ ତାଙ୍କ ପାଖରେ ଗାଡ଼ି ଖଣ୍ଡେ ନାହିଁ ? Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: bit.ly/OdishaReporteronYouTube Web: odishareporter.in/ Facebook: www.facebook.com/OdishaReporter/ Twitter: twitter.com/OdishaReporter Telegram: telegram.me/Odisha_Reporter_official Instagram: www.instagram.com/odishareporter_official/ #OdishaReporter #FormerMLA #BhudanMurmu #odisha #news #odishareporter
ماه قبل در تاریخ 1403/05/06 منتشر شده است.
187,595 بـار بازدید شده
... بیشتر