ଫେବ୍ରୁଆରୀ ସୁଦ୍ଧା କଲେ ଆବେଦନ ମିଳିବ ପ୍ରଥମ କିସ୍ତି ! | Odisha Reporter

Odisha Reporter
Odisha Reporter
93.5 هزار بار بازدید - هفته قبل - ରାଜ୍ୟ ସରକାରଙ୍କ ନୂଆ ଯୋଜନା ସୁଭଦ୍ରାକୁ
ରାଜ୍ୟ ସରକାରଙ୍କ ନୂଆ ଯୋଜନା ସୁଭଦ୍ରାକୁ ନେଇ ଏବେ ସବୁଠି ମହିଳାଙ୍କ ଭିଡ଼। କିଏ ନିଜର ଆଧାର କାର୍ଡରେ ମୋବାଇଲ ନମ୍ୱର ସଂଯୋଗ ପାଇଁ ଭିଡ଼ କରୁଛି, ତ ଆଉ କିଏ ବ୍ୟାଙ୍କ ଆକାଉଣ୍ଟରେ ଆଧାର ସଂଯୋଗୀକରଣ ପାଇଁ ଭିଡ଼ ଜମଉଛନ୍ତି। ସେପଟେ, ରାଜ୍ୟ ବାହାରେ ଥିବା ହିତାଧିକାରୀ ବି ସୁଭଦ୍ରାକୁ ନେଇ ଚିନ୍ତାରେ ରହିଛନ୍ତି। ତେବେ କଣ ରହିଛି ବର୍ତ୍ତମାନର ଅପଡେଟ୍, ଏ ନେଇ ଅଧିକ ସୂଚନା ଦେଉଛନ୍ତି ଆମ ପ୍ରତିନିଧି ସ୍ୱାତୀ ଜେନା... Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in/ Facebook: https://www.facebook.com/OdishaReporter/ Twitter: https://twitter.com/OdishaReporter Telegram: https://telegram.me/Odisha_Reporter_official Instagram: https://www.instagram.com/odishareporter_official/ #OdishaReporter #SubhadraYojana2024 #odisha #news #update #women #PrabhatiParida #odishareporter
هفته قبل در تاریخ 1403/06/18 منتشر شده است.
93,590 بـار بازدید شده
... بیشتر