ନବୀନଙ୍କ ହସ୍ତକ୍ଷେପ ପରେ ପଶ୍ଚିମବଙ୍ଗରୁ ଆସିଲା ଆଳୁ, ରାଜ୍ୟବାସୀ ନବୀନଙ୍କୁ ଜଣାଇଲେ କୃତଜ୍ଞତା | NandighoshaTV

Nandighosha TV
Nandighosha TV
906.8 هزار بار بازدید - ماه قبل - #potatoprice #naveenpatnaik
#potatoprice #naveenpatnaik #odisha ନବୀନଙ୍କ ହସ୍ତକ୍ଷେପ ପରେ ଓଡିଶାକୁ ଆସିଲା ପଶ୍ଚିମବଙ୍ଗ ଆଳୁ । ଗତକାଲି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଚିଠି ଲେଖି ଆଳୁ ସମସ୍ୟାରେ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଥିଲେ । ଆଜି ପଶ୍ଚିମବଙ୍ଗରୁ ଓଡିଶାର ବିଭିନ୍ନ ଗୋଦାମକୁ ୩୦୦ ଟ୍ରକ ଆଳୁ ଆସିଛି । ଯାହାକୁ ନେଇ ସାଧାରଣ ଲୋକେ ନବୀନଙ୍କୁ କୃତଜ୍ଞତା ଜଣାଇବା ସହ ତାଙ୍କ ପଦକ୍ଷେପକୁ କରିଛନ୍ତି ପ୍ରଶଂସା Nandighosha TV is the fastest growing television channel in Odisha and delivers reliable information across all platforms including Television, Internet and Mobile. Visit Our Website: nandighoshatv.com/ Watch Live: nandighoshatv.com/live/ YouTube: youtube.com/c/NandighoshaTV Facebook: www.facebook.com/NandighoshaTV Twitter: twitter.com/NandighoshaTV Instagram: www.instagram.com/nandighoshatv/ Nandighosha TV Is Available On Following DTH Channels * DishTV Channel No: 1367 * Airtel Digital TV Channel No: 611 * TATASky Channel No: 1779 * Hathw@y Channel No: 731 * NXT Digital Channel No: 16 * SITI Channel No: 17 & 458 * GTPL Channel No: 719 * SUN Direct Channel No: 667 * Asianet Channel No: 219
ماه قبل در تاریخ 1403/05/06 منتشر شده است.
906,874 بـار بازدید شده
... بیشتر