New agenda after Rathyatra | ରଥଯାତ୍ରାରୁ ନୂଆ ରୁପ | The Quiver

THE Quiver News
THE Quiver News
8 هزار بار بازدید - 2 هفته پیش - ବହୁ ମାନସ ମନ୍ଥନ ପରେ ବିଜେଡି
ବହୁ ମାନସ ମନ୍ଥନ ପରେ ବିଜେଡି ନୂଆ ଟମ୍ ଗଢ଼ିବାକୁ ଯୋଜନା କରିଛି। ପୂରୁଣା ଢ଼ାଞ୍ଚାକୁ ବଦଳାଇବ। ନୂଆ ରୂପରେ ଦଳର ସଂଗଠନ ଗଢ଼ାଯିବ। ବିଜେଡିର ନୂଆ ରୁପ ଆରମ୍ଭ କରିବା ପୂର୍ବରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀଷ ନେବେ ଦଳର ମୁଖିଆ ନୀବନ ପଟ୍ଟନାୟକ। ରଥଯାତ୍ରାରେ ରଥରେ ତିନି ଠାକୁରଙ୍କୁ ଦର୍ଶନ କରିବେ। ସେଠାରୁ ଫେରିବା ପରେ ଆରମ୍ଭ ହେବ ବିଜେଡିର ପୁନର୍ଗଠନ। ତାହାର ନେତୃତ୍ୱ ନେବେ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓରଫ ବବି। ଏହି କଥା ଭିତିରି ମହଲରୁ ସୂଚନା ମିଳୁଛି। ସବୁ ପଛରେ ରହି ଗୋଟି ଚଳାଇବେ ଭିକେ ପାଣ୍ଡିଆନ ବୋଲି ବି କୁହଯାଉଛି।
#thequiver #latestnews #updatednews  #bjd #bjdodisha #odisha #puri #rathyatra #rathayatra2024 #jayjagannath #latestnewsodisha #naveenpattnaik #naveenpatnaik #vkpandian #bobbydas
THE Quiver News is the leading digital news platform in Odisha brings the latest update and insights in politics, business, health, education, technology, sports etc... in Odisha, India and around the World. Stay ahead with the breaking updates with THE Quiver News!
Get Touch With Us!
--------------------------
Subscribe "THEQuiverNews" in YouTube!  @thequivernews
Like us in Facebook: Facebook: THEQuiverOfficial
Follow us in Instagram: Instagram: thequivernews
Follow us in Twitter: Twitter: thequivernews
Visit our website: https://thequiver.in/
Follow us in LinkedIn: LinkedIn: thequivernews
2 هفته پیش در تاریخ 1403/04/16 منتشر شده است.
8,032 بـار بازدید شده
... بیشتر