ନବୀନଙ୍କ ପରେ କିଏ? | Odisha Reporter

Odisha Reporter
Odisha Reporter
180.6 هزار بار بازدید - 2 سال پیش - ୨୦୨୪ ସାଧାରଣ ନିର୍ବାଚନ ପାଇଁ ଏବେଠୁ
୨୦୨୪ ସାଧାରଣ ନିର୍ବାଚନ ପାଇଁ ଏବେଠୁ କସରତ ଆରମ୍ଭ କରିଛି ବିଜେଡି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉତ୍ତରାଧିକାରୀ ଚୟନ ଓ ନୂଆ ନେତୃତ୍ୱଙ୍କୁ ଦାୟିତ୍ୱ ହସ୍ତାନ୍ତର ପ୍ରକ୍ରିୟାକୁ ଦଳ ଏବେ ଚୂଡ଼ାନ୍ତ ରୂପ ଦେବାକୁ ସଜବାଜ ହେଉଛି। ନବୀନଙ୍କୁ ଦଳର ସୁପ୍ରିମୋ ପଦରେ ରଖାଇ ତାଙ୍କର ଉତ୍ତରାଧିକାରୀଙ୍କ ହାତରେ ରାଜ୍ୟ ଶାସନର ଡୋରି  ଦିଆଯିବ ବୋଲି ଚର୍ଚ୍ଚା ହେଉଛି।  
Odisha Reporter is one of the best Odia news portal in Odisha. Get all the news updates in Odia.

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: Facebook: OdishaReporter
Twitter: Twitter: OdishaReporter
Telegram: https://telegram.me/Odisha_Reporter_o...
Instagram: Instagram: odishareporter_official
#NaveenPatnaik #BJD #OdishaGovt #SpecialReport #OdishaReporter
2 سال پیش در تاریخ 1401/02/03 منتشر شده است.
180,638 بـار بازدید شده
... بیشتر