Odia Story | କାଉ ଓ ମାଙ୍କଡର କଦଳୀ ଚୋରି | Kau O Mankadara Kadali Chori | | Odia Animation Video

Odisha Tube
Odisha Tube
760.7 هزار بار بازدید - 2 سال پیش - କାଉ ଓ ମାଙ୍କଡର କଦଳୀ ଚୋରି
କାଉ ଓ ମାଙ୍କଡର କଦଳୀ ଚୋରି ଏକ ସୁନ୍ଦର ଓଡିଆ ନିତିଶିକ୍ଷା ଭିତ୍ତିକ କାହାଣୀ, ଏଥିରେ ଜଣେ କଦଳୀଚାଷୀ ଗୋଟେ କାଉର ବଷା ଭାଙ୍ଗିଦେଉଛି, କାଉ ଓ କାଉର ସାଙ୍ଗ ମାଙ୍କଡ କେମିତି କଦଳୀ ଚାଷୀକୁ ବିଭିନ୍ନ ହଇରାଣ କରି ବଷା ଭାଙ୍ଗିବାର ପ୍ରତିଷୋଧ ନେଉଛନ୍ତି ସେହିକଥା ଅତି ଚମତ୍କାର ଶୈଳୀରେ ଚିତ୍ର ସହ ଉପସ୍ଥାପନ କରାହେଇଛି. ଚପଳମତି କିଶୋର କିଶୋରୀ ଓ ଛୋଟପିଲାଙ୍କ ସମ୍ପୂର୍ଣ ମନୋରଞ୍ଜନର ଖୋରାକ ଦେବ ବୋଲି ଆଶା ରଖିଛୁ. ଭଲଲାଗିଲେ Like କରିବେ, ଛୋଟ ପିଲାଙ୍କ ସହ Share କରିବେ ଓ ଏମିତି ମଜାଦାର, ଶିକ୍ଷଣୀୟ ଗଳ୍ପ ପାଇଁ Odisha Tube Channel କୁ ନିଶ୍ଚିନ୍ତ Subscribe କରିବେ. ଆପଣଙ୍କ ଭଲପାଇବା ଆମକୁ ଆଉକିଛି ଗଳ୍ପ ତିଆରି କରିବାକୁ ସାହାସ ଓ ଉତ୍ସାହ ଦେବ. ଧନ୍ୟବାଦ.

Odia Kahani: Kau O Mankadara Kadali Chori
Story, Voice over : Nihar Priyaashish
Animation : Priya Ranjan

Photo: All the images that we have used in this video, we have the license.

Some more interesting stories you should visit :

ଓଟ ପେଟରେ ଟ୍ୟାପ : Odia Story | ଓଟ ପେଟରେ ଟ୍ୟାପ | Odia Ga...

ନାଣ୍ଡି ପୁଅ ଅନ୍ତା : Odia Story | ନାଣ୍ଡି ପୁଅ ଅନ୍ତା | Odia ...

ବାଘକୁ ଚକମା ଦେଇ ହରିଣ ପାର : Odia Story | ବାଘକୁ ଚକମା ଦେଇ ହରିଣ ପାର ...

ଚାରି ବ୍ରାହ୍ମଣ କାହାଣୀ : Odia Story | ଚାରି ବ୍ରାହ୍ମଣ କାହାଣୀ | O...

ବିଲେଇ ନାନୀର ମାଛ ଝୋଳ : Odia Story | ବିଲେଇ ନାନୀର ମାଛ ଝୋଳ | Od...

କୁକୁଡ଼ା ଝୋଳ : Odia Story | କୁକୁଡ଼ା ଝୋଳ | Odia Gapa ...

ଉଡ଼ନ୍ତା ମାଛ : Odia Story | ଉଡନ୍ତା ଇଲିସି କାହାଣୀ | Ud...

ଅଳସୁଆ ବିଲୁଆ : Odia Story | ଅଳସୁଆ ବିଲୁଆ | Odia Gapa ...

ମାଡ଼ ହାଣ୍ଡି କଥା : Odia Story | ମାଡ଼ହାଣ୍ଡି କଥା | Odia Ka...

କାଞ୍ଚନ ଫୁଲ କଥା : Odia Story | କାଞ୍ଚନ ଫୁଲ କଥା | Odia Ga...

ପଦ୍ମ ଘୁଂଚି ଘୁଂଚି ଯାଉଛି : Odia Story | ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି...

କୋକିସିଆଲିର କୁକୁଡ଼ା ଖିଆ : Odia Story | କୋକିଶିଆଳୀର କୁକୁଡ଼ା ଖିଆ |...

କଲୁରୀବେଣ୍ଟ କଥା : Odia Story | କଲୁରିବେଣ୍ଟ କଥା | Odia Ka...

#OdishaTube #NiharPriyaashishStory #PriyaranjanStory #JeJenkaKahani #OdiaAnimationStory #OdiaCartoonVideo #OdiaKidsStory #OdiaChildrenStory #OdiaGapa #OdiaKahani #OdiaOldStory #AjankaKahani #JannhamamuStory #KauOMankadaKadaliChoriKahani
2 سال پیش در تاریخ 1401/02/31 منتشر شده است.
760,707 بـار بازدید شده
... بیشتر