Odia Story | ଚକୁଳିଆ ପଣ୍ଡା କଥା | Chakulia Panda Katha | Odia Animation Video | Odia Cartoon Video

Odisha Tube
Odisha Tube
221.4 هزار بار بازدید - 2 سال پیش - ଚକୁଳିଆ ପଣ୍ଡା କଥା ବା ମାଡହାଣ୍ଡି
ଚକୁଳିଆ ପଣ୍ଡା କଥା ବା ମାଡହାଣ୍ଡି କଥା, ଏହା ଗାଳ୍ପିକ ଶ୍ରୀ ଗୋପାଳଚନ୍ଦ୍ର ପ୍ରହରାଜଙ୍କ ସୁପରିଚିତ ଗଳ୍ପ. ଏହି ଗଲ୍ପ ଓଡିଶାର ପୁରପଲ୍ଲୀରେ ବେଶ ଆଦୃତ. ଏଥିରେ ଗୋଟେ ଚକୁଳିଆ ପଣ୍ଡାର ଭୋକ, ଭିକ୍ଷା ଗଙ୍ଗାମାତାଙ୍କ ଦୟା, ବ୍ରାହ୍ମଣର କୁଢିଆପଣ, ଓ ସେଥିପାଇଁ ମାଡହାଣ୍ଡିର ଶିକ୍ଷା, ଏମିତି ଅନେକ ରୋମାଞ୍ଚକର ଘଟଣାକୁ ନେଇ ଏହି କାହାଣୀ ପ୍ରସ୍ତୁତ ହୋଇଛି. ଏହି ଗଳ୍ପରେ ନୀତିଶିକ୍ଷା ସହ ଭରପୁର ମନୋରଂଜନ ରହିଛି. ଯାହା ସୁନ୍ଦର ଚିତ୍ର ମାଧ୍ଯମରେ ବର୍ଣ୍ଣନା କରାଯାଇଛି. ଆଶା ଆପଣମାନଙ୍କୁ ବହୁତ ଭଲଲାଗିବ.

ଭଲଲାଗିଲେ Like କରିବେ, ଛୋଟ ପିଲାଙ୍କ ସହ Share କରିବେ ଓ ଏମିତି ମଜାଦାର, ଶିକ୍ଷଣୀୟ ଗଳ୍ପ ପାଇଁ Odisha Tube Channel କୁ ନିଶ୍ଚିନ୍ତ Subscribe କରିବେ. ଆପଣଙ୍କ ଭଲପାଇବା ଆମକୁ ଆଉକିଛି ଗଳ୍ପ ତିଆରି କରିବାକୁ ସାହାସ ଓ ଉତ୍ସାହ ଦେବ. ଧନ୍ୟବାଦ.

Odia Kahani: Chakuliaa Panda Katha (Madahandi Katha)
Story Writer : Gopalchandra Praharaj
Voice over : Nihar Priyaashish
Animation : Priya Ranjan

Photo: All the images that we have used in this video, we have the license.

Some more interesting stories you should visit :

ଓଟ ପେଟରେ ଟ୍ୟାପ : Odia Story | ଓଟ ପେଟରେ ଟ୍ୟାପ | Odia Ga...

ନାଣ୍ଡି ପୁଅ ଅନ୍ତା : Odia Story | ନାଣ୍ଡି ପୁଅ ଅନ୍ତା | Odia ...

ବାଘକୁ ଚକମା ଦେଇ ହରିଣ ପାର : Odia Story | ବାଘକୁ ଚକମା ଦେଇ ହରିଣ ପାର ...

ଚାରି ବ୍ରାହ୍ମଣ କାହାଣୀ : Odia Story | ଚାରି ବ୍ରାହ୍ମଣ କାହାଣୀ | O...

ବିଲେଇ ନାନୀର ମାଛ ଝୋଳ : Odia Story | ବିଲେଇ ନାନୀର ମାଛ ଝୋଳ | Od...

କୁକୁଡ଼ା ଝୋଳ : Odia Story | କୁକୁଡ଼ା ଝୋଳ | Odia Gapa ...

ଉଡ଼ନ୍ତା ମାଛ : Odia Story | ଉଡନ୍ତା ଇଲିସି କାହାଣୀ | Ud...

ଅଳସୁଆ ବିଲୁଆ : Odia Story | ଅଳସୁଆ ବିଲୁଆ | Odia Gapa ...

କାଞ୍ଚନ ଫୁଲ କଥା : Odia Story | କାଞ୍ଚନ ଫୁଲ କଥା | Odia Ga...

ପଦ୍ମ ଘୁଂଚି ଘୁଂଚି ଯାଉଛି : Odia Story | ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି...

କୋକିସିଆଲିର କୁକୁଡ଼ା ଖିଆ : Odia Story | କୋକିଶିଆଳୀର କୁକୁଡ଼ା ଖିଆ |...

କଲୁରୀବେଣ୍ଟ କଥା : Odia Story | କଲୁରିବେଣ୍ଟ କଥା | Odia Ka...

#OdishaTube #NiharPriyaashishStory #PriyaranjanStory #JeJenkaKahani #OdiaAnimationStory #OdiaCartoonVideo #OdiaKidsStory #OdiaChildrenStory #OdiaGapa #OdiaKahani #OdiaOldStory #AjankaKahani #GangamataKahani #MadahandiKatha #ChakuliaPanda
2 سال پیش در تاریخ 1401/03/14 منتشر شده است.
221,435 بـار بازدید شده
... بیشتر