Sakhi Ki Range Hasuchilo Jamudalia - Superhit Bhajan | ସଖୀ କି ରଙ୍ଗେ ହସୁଚିଲୋ | Arabinda Muduli

Arabinda Muduli
Arabinda Muduli
106.1 هزار بار بازدید - 5 ماه پیش - ଗାୟକ ଅରବିନ୍ଦ ମୁଦୁଲି ପ୍ରଥମେ ଗୁରୁକବି
ଗାୟକ ଅରବିନ୍ଦ ମୁଦୁଲି ପ୍ରଥମେ ଗୁରୁକବି ସୋମନାଥ ରାଜଗୁରୁଙ୍କ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବାସଭବନରେ  ଆସି ସଂଗୀତ ଶିକ୍ଷା ଲାଭ କରିଥିଲେ | ପରେ 1986 ମସିହାରେ ଗୁରୁକବି ସୋମନାଥ ରାଜଗୁରୁଙ୍କ ରଚନା ଓ ନିର୍ଦ୍ଧେଶନା ରେ ' ବାଲି ଖେଳୁଥିଲେ ନନ୍ଦସୂତ କଳାକହ୍ନେଇ '' ଭଜନ ଟି ପ୍ରଥମେ ଶ୍ରୀଯୁକ୍ତ ସୀତାରାମ ଅଗ୍ରୱାଲ ତାଙ୍କୁ JE Cassete Company ରେ ଗାଇବାର ସୁଯୋଗ ଦେଲେ ଏବଂ Record କଲେ | ଏହି ଗୀତରେ ସେ ଓଡ଼ିଶାରେ ପ୍ରସିଦ୍ଧ ହେଲେ | ମୄତ୍ୟୁ ପର୍ଯ୍ୟନ୍ତ ସେ କେବଳ ସୀତାରାମ ଅଗ୍ରୱାଲଙ୍କ  କମ୍ପାନୀ ରେ  ସେ ୩୦୦ରୁ ଅଧିକ ଭଜନ ଆଲବମରେ କଣ୍ଠଦାନ କରିଛନ୍ତି I Sidharth Music ର ଏହି YouTube ଚ୍ୟନେଲ ରେ ଆପଣ ଅରବିନ୍ଦ ମୁଦୁଲି ଗାଇଥିବା ସମସ୍ତ ହୃଦୟସ୍ପର୍ଶୀ ଭଜନ ଶୁଣିପାରିବେ -----

Song : Sakhi Ki Range
Singer : Arabinda Muduli
Album : Saradha Bali Hits
Album No : JE - 270
Lyrics : Somanatha Rajguru
Music : Amarendra Mohanty
Music Released by : Sidharth Music
Producer : Sitaram Agrawal & Namita Agrawal
------------------------------------------------------
♪ Full Song Available on ♪
Gaana :
JioSaavn :
Wynk :
Apple Music :
Amazon Prime Music :
iTunes :
Spotify :
YouTube Music :
------------------------------------------------------
Set Caller Tune ; Operator Codes:
Vodafone Subscribers Dial
Airtel Subscribers Dial
Idea Subscribers Dial
BSNL (South / East) Subscribers sms BT           To 56700
Also available on Jio Tunes
------------------------------------------------------
"Sidharth Music" ପ୍ରସ୍ତୁତ ଏହି ଭିଡିଓଟି ଯଦି ଭଲଲାଗିଥାଏ ତେବେ ଏହି Video କୁ Like ଏବଂ Share କରନ୍ତୁ I ଆମ ସହ ଯୋଡିହୋଇ ରହିବା ପାଇଁ ଏବଂ ସବୁଦିନ ନୂଆ ନୂଆ Video ର  Notification ପାଇବା ପାଇଁ  "Arabinda Muduli"  YouTube Channelକୁ Subscribe କରନ୍ତୁ ଓ Bell 🔔 ର Button ନିଶ୍ଚୟ ପ୍ରେସ୍ କରନ୍ତୁ I ଧନ୍ୟବାଦ୍ I
-----------------------------------------------------
Watch & Subscribe to our other YouTube Channels:
👉 Sidharth TV : sidharthtv
👉 Sidharth Bhakti: sidharthbhakti
👉 Sidharth Music: sidharthmusic
------------------------------------------------------
Enjoy & stay connected with us!
👉 Like us on Facebook : Facebook: NamitaAgrawalOfficial
------------------------------------------------------
#ArabindaMuduli #SidharthBhakti #SidharthTV #NamitaAgrawal #SidharthMusic #SitaramAgrawal
5 ماه پیش در تاریخ 1402/11/22 منتشر شده است.
106,178 بـار بازدید شده
... بیشتر