Ghare Ghare Triranga ||Jayashree Dhal || Sridhar Behera || Survibration || New Independence Song

Survibration
Survibration
276.2 هزار بار بازدید - 2 سال پیش - ♫ Song Name - Ghare
♫ Song Name - Ghare Ghare Triranga

♫ Singer - Jayashree Dhal

♫ Lyrics - Tr. Sridhar Behera

♫Producer - Benudhar Khilar , Susanta Khilar

♫ Editing  - Sandy

♫ Advisor - Gelhamani Khilar , Rasmita Behera , Sibani ,Bhabani , Sisira ,             Srusti

♫ Management - Subhadra Sahoo , Sabita Sahoo , Dr. Sibabrata Sahoo

♫ Studio - Survibration

♫ Banner - Survibration

 
♫ Recording & Mixing - Survibration (BBSR)
   for recording new song call 7008940396


Hit the LIKE button if you love the song and let us know your feedback in the comment section below. Enjoy & stay connected with us! Give it all your love

#gharegharetriranga
#jhipijhipibarasabarasigala
#UmakantaDas
#RabiKumar
#JayashreeDhal
#Survibration
#NewbolbomBhajan
#NewOdiaBhajan
#JagannathBhajan
#NewRathajatraBhajan
#OdishaViralSinger
#BlindSingerUmakantaDas
#indipendenceday
#gharghartriranga
#harghartiranga
#swadhinatadiwas
#harghartriranga
#newhitsong
#15thaugust
#janganman
#nationalanthemindia
#bandemataram




Survibration " ପ୍ରସ୍ତୁତ ଏହି ଭିଡିଓଟି ଯଦି ଭଲଲାଗିଥାଏ ତେବେ ଆମ video କୁ Like ଏବଂ Share କରନ୍ତୁ I ଆମ ସହ ଯୋଡିହୋଇ ରହିବା ପାଇଁ ଏବଂ ସବୁଦିନ ନୂଆ ନୂଆ video ର Notification ପାଇବା ପାଇଁ "Survibration" ର YouTube Channelକୁ Subscribe କରନ୍ତୁ ଓ Bell 🔔 ର Button ନିଶ୍ଚୟ ପ୍ରେସ୍ କରନ୍ତୁ I ଧନ୍ୟବାଦ୍ I










                    !! *ANTI PIRACY  WARNING * !!
This Content is Copyrights to "Survibration"  Any Authorized Re-upload is Strictly Prohibited of This Material. Legal Action will be Taken Against Those who Violate this Copyrights Material Presented.






***********

✽ Subscribe our Official YouTube Channel -

https://www.seevid.ir/fa/result?ytch=UCT_S....

✽ Like us on Facebook -  

h​Facebook: drjayashreed..

Facebook: Sur-Vibratio....

  LIKE ◆ COMMENT ◆ SHARE ◆ SUBSCRIBE


 
LYRICS




ଉଡ଼ ରେ ତ୍ରିରଙ୍ଗା ଉଡ଼ ରେ ...
ଉଡ଼ ରେ ତ୍ରିରଙ୍ଗା ଉଡ଼
ମୋ ଦେଶ ସାରା ଫର ଫର ଉଡ଼
ଉଡ଼ ରେ ତ୍ରିରଙ୍ଗା ଉଡ଼
ମୋ ଦେଶ ସାରା ଫର ଫର ଉଡ଼
ଉଡି ଉଡି ଦିଏ ବୀରତ୍ୱ ବାରତା
ଉଡି ଉଡି ଦିଏ ବୀରତ୍ୱ ବାରତା
ଦେଶ ପ୍ରେମରେ ସବୁ ବନ୍ଧା
ମୋ ତ୍ରିରଙ୍ଗା ଦେଶ ପ୍ରେମରେ ସବୁ ବନ୍ଧା
ଉଡ଼ ରେ ତ୍ରିରଙ୍ଗା ଉଡ଼
ମୋ ଦେଶ ସାରା ଫର ଫର ଉଡ଼
ମୋ ଦେଶ ସାରା ଫର ଫର ଉଡ଼

xxxxxxxxxxxxxxxxxxxxxxxxxxxxx


ଦେଶଟି ଦିଶିବ ଭାରି ସୁନ୍ଦର
ତ୍ରିରଙ୍ଗା ଉଡ଼ିବ ସବୁରି ଘର
ଦେଶ ଜାତି ପାଇଁ ସହିଦ ହେବା
ଜନମଭୂମି ର ମାନ ରଖିବା
ଦେଶଟି ଦିଶିବ ଭାରି ସୁନ୍ଦର
ତ୍ରିରଙ୍ଗା ଉଡ଼ିବ ସବୁରି ଘର
ଦେଶ ଜାତି ପାଇଁ ସହିଦ ହେବା
ଜନମଭୂମି ର ମାନ ରଖିବା
ନାଚିବା ଗାଇବା ଦେଶକୁ ଜାଣିବା
ନାଚିବା ଗାଇବା ଦେଶକୁ ଜାଣିବା
ଦେଶ ପ୍ରେମରେ ସବୁ ବନ୍ଧା
ମୋ ତ୍ରିରଙ୍ଗା ଦେଶ ପ୍ରେମରେ ସବୁ ବନ୍ଧା
ଉଡ଼ ରେ.....hmm .....hmm ..... ଉଡ଼ ରେ ତ୍ରିରଙ୍ଗା ଉଡ଼
ମୋ ଦେଶ ସାରା ଫର ଫର ଉଡ଼
ମୋ ଦେଶ ସାରା ଫର ଫର ଉଡ଼


xxxxxxxxxxxxxxxxxxxxxxxxxxxxxx


ଗାନ୍ଧୀ ଗୋପବନ୍ଧୁ ରଘୁ ଦିବାକର
କଷ୍ଟେ ଡାକୁ ଆମ ଲକ୍ଷ୍ମଣ ବୀର
ସର୍ଦ୍ଦାର ପଟେଲ ସୁବାଷ ନେତାଜୀ
ଜୀବନ କୁ ଦେଶେ ଲଗାଇ ବାଜି
ଗାନ୍ଧୀ ଗୋପବନ୍ଧୁ ରଘୁ ଦିବାକର
କଷ୍ଟେ ଡାକୁ ଆମ ଲକ୍ଷ୍ମଣ ବୀର
ସର୍ଦ୍ଦାର ପଟେଲ ସୁବାଷ ନେତାଜୀ
ଜୀବନ କୁ ଦେଶେ ଲଗାଇ ବାଜି
ହଟିଲା ଇଂରେଜ ଉଡିଲା ତ୍ରିରଙ୍ଗା
ହଟିଲା ଇଂରେଜ ଉଡିଲା ତ୍ରିରଙ୍ଗା
ଦେଶ ପ୍ରେମରେ ସବୁ ବନ୍ଧା
ମୋ ତ୍ରିରଙ୍ଗା ଦେଶ ପ୍ରେମରେ ସବୁ ବନ୍ଧା
ଉଡ଼ ରେ.....hmm .....hmm ..... ଉଡ଼ ରେ ତ୍ରିରଙ୍ଗା ଉଡ଼
ମୋ ଦେଶ ସାରା ଫର ଫର ଉଡ଼
ମୋ ଦେଶ ସାରା ଫର ଫର ଉଡ଼


xxxxxxxxxxxxxxxxxxxxxxxxxxxxxxxx


ତିନୋଟି ରଙ୍ଗରେ ଦେହ ଶୋଭିତ
ହୃଦୟେ ଅଶୋକ ଚକ୍ର ମଣ୍ଡିତ
ସତ୍ୟ ଶାନ୍ତି ତ୍ୟାଗ ଦିଏ ସାହସ
ସେବା ସମର୍ପଣ ଭରେ ବିଶ୍ୱାସ
ତିନୋଟି ରଙ୍ଗରେ ଦେହ ଶୋଭିତ
ହୃଦୟେ ଅଶୋକ ଚକ୍ର ମଣ୍ଡିତ
ସତ୍ୟ ଶାନ୍ତି ତ୍ୟାଗ ଦିଏ ସାହସ
ସେବା ସମର୍ପଣ ଭରେ ବିଶ୍ୱାସ
ଦେଶର ପ୍ରଗତି ସାରଥୀ ତ୍ରିରଙ୍ଗା
ଦେଶର ପ୍ରଗତି ସାରଥୀ ତ୍ରିରଙ୍ଗା
ଦେଶ ପ୍ରେମରେ ସବୁ ବନ୍ଧା
ମୋ ତ୍ରିରଙ୍ଗା ଦେଶ ପ୍ରେମରେ ସବୁ ବନ୍ଧା
ଉଡ଼ ରେ.....hmm .....hmm ..... ଉଡ଼ ରେ ତ୍ରିରଙ୍ଗା ଉଡ଼
ମୋ ଦେଶ ସାରା ଫର ଫର ଉଡ଼
ମୋ ଦେଶ ସାରା ଫର ଫର ଉଡ଼
ମୋ ଦେଶ ସାରା ଫର ଫର ଉଡ଼
ମୋ ଦେଶ ସାରା ଫର ଫର ଉଡ଼
2 سال پیش در تاریخ 1401/05/22 منتشر شده است.
276,255 بـار بازدید شده
... بیشتر