Chariot Pulling Begins- ଆରମ୍ଭ ହେଲା ରଥଟଣା, ଘର୍‌ ଘର୍‌ ନାଦରେ ଗଡ଼ିଲା ତାଳଧ୍ବଜ

ETV Bharat Odisha
ETV Bharat Odisha
231 بار بازدید - ماه قبل - Chariot Pulling Begins- ଛେରା ପହଁରା
Chariot Pulling Begins- ଛେରା ପହଁରା ନୀତି ସମାପନ ପରେ ଆରମ୍ଭ ହେଲା ରଥଟଣା । ବଡ଼ ଦେଉଳ ଅଭିମୁଖେ ରଥକୁ ଟାଣି ନେଉଛନ୍ତି ଭକ୍ତ ମଣ୍ଡଳୀ । ଘଣ୍ଟ ଘଣ୍ଟା ନାଦରେ ଘର୍‌ ଘର୍‌ ଗଡ଼ିଲା ତାଳଧ୍ବଜ । ପ୍ରଥମେ ବଡ଼ ଭାଇ ନବଦିନାତ୍ମକ ଯାତ୍ରା ସାରି ରତ୍ନବେଦୀ ଅଭିମୁଖେ ବାହାରିବା ପରେ ସାନ ଭଉଣୀ ଦେବୀ ସୁଭଦ୍ରା ବାହାରିବେ । ଶେଷରେ ଜଗତର ନାଥ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଗଡ଼ିବ । ଭକ୍ତ ଭଗବାନଙ୍କ ମିଳନରେ ଶ୍ରୀକ୍ଷେତ୍ର ପୁଣି ଚଳଚଞ୍ଚଳ ହୋଇ ଉଠିଛି ।
Read More: https://shorturl.at/Le31B

#bahudayatra #bahudarathayatra #puri #jagannathtemple #jagannathdham #bahudayatra2024 #bahuda

ETV Bharat Odisha is an exclusive news channel on YouTube which streams news related to Odisha. Get latest news, breaking news, video, audio and feature stories in ETV Bharat Odisha.
ଇଟିଭି ଭାରତ  ଓଡିଶା  ହେଉଛି ଏକ ସ୍ୱତନ୍ତ୍ର ନ୍ୟୁଜ୍ ଚ୍ୟାନେଲ ଯାହା ଓଡିଶା  ସହ ଜଡିତ ଖବର ପ୍ରସାରଣ କରେ | ଆପଣ ETV ଭାରତ  ଓଡିଶା ୟୁଟ୍ୟୁବ୍ ଚ୍ୟାନେଲରେ ସର୍ବଶେଷ ଖବର, ବ୍ରେକିଙ୍ଗ୍ ନ୍ୟୁଜ୍, ଭିଡିଓ, ଅଡିଓ ସହ  ସମସ୍ତ ଖବର ପାଇପାରିବେ
For daily news updates visit WWW.ETVBHARAT.COM or download ETV Bharat app :- https://bit.ly/33ZE4MX
ଆମର ସୋସିଆଲ ମିଡିଆ ଚ୍ୟାନେଲରେ ଯୋଡି ହୋଇ ରୁହନ୍ତୁ  | :-

Facebook ( ଫେସବୁକ )  :- Facebook: ETVBharatOdisha

Twitter ( ଟ୍ୱିଟର  )  :- Twitter: ETVBharatOD

Koo  :-https://www.kooapp.com/profile/etvbha...

Share Chat ( ସେୟାରଚାଟ ) :- https://sharechat.com/profile/etvbhar...
ماه قبل در تاریخ 1403/04/25 منتشر شده است.
231 بـار بازدید شده
... بیشتر