HELMET || SHORT FILM || ODIA || PRITI || SHRUTI || ହେଲମେଟ || କ୍ଷୁଦ୍ର ଚଳଚ୍ଚିତ୍ର ଓଡ଼ିଆ ||AMA NAYAGARH

Ama Nayagarh
Ama Nayagarh
4.9 هزار بار بازدید - 2 سال پیش - HELMET || SHORT FILM ||
HELMET || SHORT FILM || ODIA || PRITI || SHRUTI
ହେଲମେଟ || କ୍ଷୁଦ୍ର ଚଳଚ୍ଚିତ୍ର || ଓଡ଼ିଆ
ପ୍ରୀତି ସୁଲଗ୍ନା ଓ ଶୃତି ସୁଲଗ୍ନା ନିଜ ସହପାଠି ଏବଂ ଅଭିଭାବକ ମାନଙ୍କ ସହିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଦଶପଲ୍ଲା ଏବଂ ରାଧା ମୋହନ ଜିଉ ନୋଡାଲ ଉଚ୍ଚ ବିଦ୍ୟାଳୟ ର ସହଯୋଗ ରେ ପ୍ରସ୍ତୁତ କରିଛନ୍ତି | ସଡ଼କ ସୁରକ୍ଷା ଆଧାରିତ ଦୁଇ ମିନିଟ୍ ଅବଧି ବିଶିଷ୍ଟ ସଚେତନତା ମୂଳକ କ୍ଷୁଦ୍ର ଚଳଚ୍ଚିତ୍ର, (ହେଲମେଟ)
*__________*
ସଡ଼କ ଓ ପରିବହନ ବିଭାଗ ପକ୍ଷରୁ ଆୟୋଜିତ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରତିଯୋଗିତା-୨୦୨୨ ରେ ସାମିଲ୍ ହୋଇଥିବା ୨୩୦ ଟି ଚଳଚ୍ଚିତ୍ର ମଧ୍ୟରେ ଶ୍ରେଷ୍ଠ ୪୨ ଗୋଟି ଚଳଚ୍ଚିତ୍ର ମଧ୍ୟରେ କ୍ଷୁଦ୍ର ଚଳଚ୍ଚିତ୍ର, (ହେଲମେଟ)  ସ୍ଥାନ ପାଇଥିଲା ।
ଜନସାଧାରଣ ଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରି ଅକାଳ ମୃତ୍ୟୁହାର କମାଇବା ଉଦ୍ଦେଶ୍ୟରେଏହି  କ୍ଷୁଦ୍ର ଚଳଚ୍ଚିତ୍ର କରାଯାଇଥିଲା । ଆମ୍ଭର ଏହି ଭିଡିଓ କୁ ପ୍ରଥମେ ଶୈଳବାଳା ପ୍ରଡକ୍ସନ ଏବଂ 'ଆମ ନୟାଗଡ' ଫେସବୁକ୍ ପେଜ୍ ମାଧ୍ୟମରେ ଅପଲୋଡ଼ କରାଯାଉଛି ।
ଭିଡ଼ିଓ ଟି ସମ୍ପୂର୍ଣ୍ଣ ଦେଖି ନିଜର ମତାମତ ନିଶ୍ଚୟ ଦେବେ ।🙇‍♂️🌹🙇‍♂️
ଏ ଭଳି ଶିକ୍ଷା ଓ ସଚେତନତା ମୂଳକ ଭିଡ଼ିଓ ଦେଖିବା ପାଇଁ ଆମର ୟୁଟୁବ ଚ୍ୟାନେଲ "ଶୈଳବାଳା ପ୍ରଡକ୍ସନ" କୁ ସବସ୍କ୍ରାଇବ କରନ୍ତୁ । ଏବଂ ଫେସବୁକ୍ ପେଜ୍ "ଆମ ନୟାଗଡ଼" କୁ ଲାଇକ କରନ୍ତୁ ।
କଣ କଲେ ଭିଡିଓ ଗୁଡିକ ଅହୁରି ଭଲ ଲାଗିବ ? କମେଣ୍ଟ ବକ୍ସ ରେ ନିଜର ମତାମତ ଦିଅନ୍ତୁ ।
ନିଜ ମୋବାଇଲ୍ ରେ ସବୁ ଭିଡିଓ ପାଇବା ପାଇଁ ଆମକୁ କେବଳ what's App କରନ୍ତୁ 9124040466🙏❤️🙏
__*ଆଜି ପର୍ଯ୍ୟନ୍ତ ପ୍ରିତି ସୁଲଗ୍ନା ଓ ଶ୍ରୁତି ସୁଲଗ୍ନା ଗୀତ ଗାଇ ଅଭିନୟ କରିଥିବା, ତଥା "ଶୈଳବାଳା ପ୍ରଡକ୍ସନ"ର ସମସ୍ତ ଭିଡ଼ିଓ ଗୁଡ଼ିକର ଲିଙ୍କ୍*🙏
*ଭିଡ଼ିଓ ଭଲ ଲାଗିଲେ, ଲାଇକ୍, ସବସ୍କ୍ରାଇବ୍ ସେୟାର ଓ କମେଣ୍ଟ ନିଶ୍ଚୟ କରିବେ*🙏🌹🙏
*ଭିଡିଓ ଦେଖିବା ପାଇଁ ନୀଳ ବା blue ଲେଖାକୁ ଛୁଁଅନ୍ତୁ*👇👇👇
---------------
*HELMET (Hindi)*👇
HELMET || SHORT FILM || HINDI || PRIT...
------------
*ହେଲମେଟ (ଓଡ଼ିଆ)*👇
HELMET || SHORT FILM || ODIA || PRITI...
---------
*ଅଂଶୁଘାତ*👇
ANSHUGHATA || ଅଂଶୁଘାତ- ଅକାଳ ମୃତ୍ୟୁ ||...
---------------ଆମ ଘର* 👇🏠
AMA GHARA || ପ୍ରୀତି ସୁଲଗ୍ନା || ଶ୍ରୁତି...
------------
*୫ କ ପଣିକିଆ*👇
TABLE FIVE || PANCHA KA PANIKIA || ପ୍...
---------------
*୪କ ପଣିକିଆ*👇
CHARIKA PANIKIA || ପ୍ରିତୀ ର ୪ କ ପଣିକି...
----------
*୩କ ପଣିକିଆ*👇
TINIKA PANIKIA || ପ୍ରୀତି ର ତିନି କ ପଣି...
------------
*୨କ ପଣିକିଆ*👇
DUIKA PANIKIA || ପ୍ରୀତି ର ପଣିକିଆ  || ...
-------
*ଟିକି ଟିକି ଟୋପା ପାଣିରେ*👇
ଟିକି ଟିକି ଟୋପା ପାଣିରେ (ଚତୁର୍ଥ ଶ୍ରେଣୀସ...
---------
*ତୁମାପରି ଛୋଟ ପିଲାଟିଏ*👇
ତୁମପରି ଛୋଟ ପିଲାଟିଏ (ଗୀତ)  || AMA NAYA...
----------
*ଝିଅ ଟିଏ ମୁଁ ଝିଅ ଟିଏ*👇
JHIA TIE MUN || DONT KILL GIRLS || ଝି...
-----------
*ଜଙ୍ଗଲ ଜଳୁଛି -୨୦୨୨*👇
JANGALA JALUCHI || ଜଙ୍ଗଲ ଜଳୁଛି || ନୃତ...
----------
*ସଡ଼କ ସୁରକ୍ଷା*👇
Traffic Rules Song-2021  || AMA NAYAGARH
--------
*ଟ୍ରାଫିକ ରୁଲ୍ସ୍ ସଙ୍ଗ ରିମେକ୍*👇
OBEY TRAFFIC RULES- REMAKE
------------
*କର୍ତ୍ତବ୍ୟ (ଓଡ଼ିଆ)*👇
କର୍ତ୍ତବ୍ୟ ।। ଓଡ଼ିଆ କ୍ଷୁଦ୍ର ଚଳଚିତ୍ର ।।...
----------
*କର୍ତ୍ତବ୍ୟ (ହିନ୍ଦୀ)*👇
KARTAVYA || HINDI SHORT MOVIE || PRIT...
--------
*ବନ୍ଦେ ମାତରଂ*👇
VANDE MATRAM || ODIA || ବନ୍ଦେ ମାତରଂ |...
---------
*ଜୟ ଦୁର୍ଗା ମା*👇
Jay Durga Maa New song- ଜୟ ଦୁର୍ଗା ମା ...
----------
*ଗଛ ଲଗାଇବା ଆମେ*👇
GACHHA LAGAIBA || PLANT A TREE || ଗଛ ...
-----------
*ମୋ ଦଶପଲ୍ଲା ଗୀତ*👇
MO DASPALLA TITEL SONG || ମୋ ଦଶପଲ୍ଲା ...
-------------
*ନୂଆ ପୃଥିବୀ ଡାକୁଛି ଆ*👇
NEW WORLD || NUA PRUTHIBI DAKUCHI AA ...-----------*
*ସୁରଭି -୨୦୧୬*👇
SURABHI || 2016 || ସୁରଭି ୨୦୧୬ || AMA ...
-----------
*ସୁରଭି - ବିଦ୍ୟାଳୟ ନିରାପତ୍ତା*👇
SURABHI || 2019 || VIDYALAYA NIRAPATT...
-----------
*ବିଜ୍ଞାନ ମେଳା -୨୦୧୭*👇
ବିଜ୍ଞାନ ମେଳା -୨୦୧୭ (ନୟାଗଡ଼ ବ୍ଲକ) || A...
----------
*ଅତନୁ ଭାଇ ଜିତିଲା ରେ*👇
ଅତନୁ ଭାଇ ଜିତିଲା ରେ || ATANU BHAI JITI...
2 سال پیش در تاریخ 1401/04/05 منتشر شده است.
4,970 بـار بازدید شده
... بیشتر