Tume Eka Patha I ତୁମେ ଏକା ପଥ I Barsat Pani I Amit Pani Official I Odia Christian Song I Sundar Kumar
118.1 هزار بار بازدید -
2 سال پیش
-
TumeEkaSathi#BarasatPani
TumeEkaSathi#BarasatPani#AmitPani#NewOdiaSong#SundarKumar#NewChristianDevotionalSong#AmitPaniOfficial#2022NewSong#HindiWorshipSong#Aradhana#TuhiHaiSachaMasiha#BestHindiSong#YesuSong#WorshipSong,#AmitPani#AmitPaniOfficial#HindiDevotionalSong#LordJesusChristSong#NewSong#BestOdiaSong# BestGospelSong#NewHindiWorshipSong#AmitPaniNewSong#AradhanaHeSwargiyaPita#TerePassAttaHun#KartaHunMaiTeriChinta#NewChristmasSong#NewOdiaChristianSong#ChristianSong#HappyNewYearSong#Amit PaniOfficial#Singer Amit Pani#NewChristianSong,Good FridaySong#Superhit Christiansong,#New Hindi Christian Song,AradhanaPrasans#New Odia song#Amit Pani New Christiansong#hindi new Christiansong,best Christian song#Top 10 Amit Pani song#ABMusic#Amit BadaNayakMusic#Jihovah jireh#worshipsongs#Theholysoulrevelation#HuumaneSagarNewChristiansong#ChristianMusic#Humane sagar song#Jagan Mohan Nag Official#Sheldon Bangera#Akinternationaltourism#BidyutBhatta#JesusChristSong.
Song Credits:-
Singer: Barsat Pani
Lyrics : Mr. Sundar Kumar
Music : Mr. Sundar Kumar
#Orchestration : Mr. Bapi Samal
Studio: Pratibha : MRR
#Secial Thanks : Danish Pani
Banner: Amit Pani Official
Full lyrics in Odia
ତୁମେ ଏକା..... ପଥ .....ତୁମେ ଏକା ସତ୍ୟ
ତୁମ ଠାରେ ହିଁ.... ଜୀବନ...
ତୁମ ଠାରେ ହିଁ... ପ୍ରେମ....
ଆଉ କେହି ନାହିଁ ଏ ଜଗତେ ତୁମ ପରି ଈଶ୍ୱର.2.
ବଞ୍ଚିଥିବା ଯାଏ ରହୁଥିବି ତୁମ ସାଥେ ହିଁ ଈଶ୍ୱର
ତୁମେ ଏକା ପଥ.... ତୁମେ ଏକା ସତ୍ୟ....
0
ନିଜପ୍ରାଣ ଦେଇ ମତେ.... ଆପଣାର କଲେ ସେ
କେତେ ଦୁଃଖ ଯାତନ ସହିଲେ..ଆମ ପାପ ପାଇ ସେ ଅଭୁଲା ପ୍ରେମ ତାଙ୍କରି ସବୁ ରି ଜୀବନ ପାଇ
ଆଉ କେହି ନାହିଁ ଏ ଜଗତେ ତୁମ ପରି ଈଶ୍ୱର..2..
ବଞ୍ଚିଥିବା ଯାଏ ରହୁଥିବି ତୁମ ସାଥେ ହିଁ ଈଶ୍ୱର
ତୁମେ ଏକା ପଥ.... ତୁମେ ଏକା ସତ୍ୟ....
1
ହେ ଯୀଶୁ ଦୟାର ସଗାର ତୁମ ବିନା କେହି ନାହିଁ ମୋର
ତୁମ ପାଇଁ ଦେବି ମୋର ପ୍ରାଣ ତୁମେ ହିଁ ଅନନ୍ତ ଜୀବନ
ଏ ଦିନ ମୋ ସବୁ ସମୟ ବିତିଯାଉ ତୁମ ପାଖେ ମୋର
ଆଉ କେହି ନାହିଁ ଏ ଜଗତେ ତୁମ ପରି ଈଶ୍ୱର..2..
ବଞ୍ଚିଥିବା ଯାଏ ରହୁଥିବି ତୁମ ସାଥେ ହିଁ ଈଶ୍ୱର
ତୁମେ ଏକା ପଥ.... ତୁମେ ଏକା ସତ୍ୟ....
Song Credits:-
Singer: Barsat Pani
Lyrics : Mr. Sundar Kumar
Music : Mr. Sundar Kumar
#Orchestration : Mr. Bapi Samal
Studio: Pratibha : MRR
#Secial Thanks : Danish Pani
Banner: Amit Pani Official
Full lyrics in Odia
ତୁମେ ଏକା..... ପଥ .....ତୁମେ ଏକା ସତ୍ୟ
ତୁମ ଠାରେ ହିଁ.... ଜୀବନ...
ତୁମ ଠାରେ ହିଁ... ପ୍ରେମ....
ଆଉ କେହି ନାହିଁ ଏ ଜଗତେ ତୁମ ପରି ଈଶ୍ୱର.2.
ବଞ୍ଚିଥିବା ଯାଏ ରହୁଥିବି ତୁମ ସାଥେ ହିଁ ଈଶ୍ୱର
ତୁମେ ଏକା ପଥ.... ତୁମେ ଏକା ସତ୍ୟ....
ନିଜପ୍ରାଣ ଦେଇ ମତେ.... ଆପଣାର କଲେ ସେ
କେତେ ଦୁଃଖ ଯାତନ ସହିଲେ..ଆମ ପାପ ପାଇ ସେ ଅଭୁଲା ପ୍ରେମ ତାଙ୍କରି ସବୁ ରି ଜୀବନ ପାଇ
ଆଉ କେହି ନାହିଁ ଏ ଜଗତେ ତୁମ ପରି ଈଶ୍ୱର..2..
ବଞ୍ଚିଥିବା ଯାଏ ରହୁଥିବି ତୁମ ସାଥେ ହିଁ ଈଶ୍ୱର
ତୁମେ ଏକା ପଥ.... ତୁମେ ଏକା ସତ୍ୟ....
ହେ ଯୀଶୁ ଦୟାର ସଗାର ତୁମ ବିନା କେହି ନାହିଁ ମୋର
ତୁମ ପାଇଁ ଦେବି ମୋର ପ୍ରାଣ ତୁମେ ହିଁ ଅନନ୍ତ ଜୀବନ
ଏ ଦିନ ମୋ ସବୁ ସମୟ ବିତିଯାଉ ତୁମ ପାଖେ ମୋର
ଆଉ କେହି ନାହିଁ ଏ ଜଗତେ ତୁମ ପରି ଈଶ୍ୱର..2..
ବଞ୍ଚିଥିବା ଯାଏ ରହୁଥିବି ତୁମ ସାଥେ ହିଁ ଈଶ୍ୱର
ତୁମେ ଏକା ପଥ.... ତୁମେ ଏକା ସତ୍ୟ....
2 سال پیش
در تاریخ 1401/02/03 منتشر شده
است.
118,184
بـار بازدید شده