Lipi Tora Lipstic Raana - Studio Version | Satyajeet | Masti Song | Sidharth TV | Sidharth Music

Sidharth Music
Sidharth Music
1.1 میلیون بار بازدید - 20 ساعت پیش - Create Your Reels Here :-
Create Your Reels Here :- bit.ly/3IZJMBe Song : Lipi Tora Lipstic Raana Solo Album : I Love You Julie Singer : Satyajeet Lyrics : Arun Mantri Music Director : Shantiraj Khosla DI, Graphics & Director : Binay Sutar Editor : Prasant Pani ------------------------------------------------------ ♪ Full Song Available on ♪ ►JioSaavn : bit.ly/3nDr8aH ►Wynk : bit.ly/3vbCBSv ►Resso : bit.ly/3J0i1Zf ►Spotify : spoti.fi/3EnL1rX ►Gaana : bit.ly/3tNbhra ►Apple Music : apple.co/3lsmHwt ►Amazon Prime Music : amzn.to/3AhJukY ------------------------------------------------------ ଲିପି ତୋର Lipstic ରାଣ Dil ତୋର ଦେଇଯା ଲିପି ତୋର jeans ରାଣ GF ମୋର ହେଇଯା ରାଣ ରାଣ ଲିପି ତୋର selfie ରାଣ ମାଗିବୁତୁ ଯଦି ଦେଇଦେବି ପ୍ରାଣ ପ୍ୟାର୍ ମୋର ଲେଇଯା ଏମିତି ତୋ ଚେହେରା ଲାଗେ ଭାରି ନିଆରା ତତେ ଦେଖି ଭାବୁଚି ରହିବିନି ଆଉ କୁଆଁରା ହେଇଚୁତୁ ସୁନ୍ଦରୀ ଜାଣୁ ବୋଧେ କାଉଁରୀ ତୋ ଆଖିର ନଈରେ ଯାଉଚି ମୁଁ ଆଜି ପହଁରୀ ରାଣ ରାଣ ତୋର whatsapp ରାଣ ମାଗିବୁତୁ ଯଦି ଦେଇଦେବି ପ୍ରାଣ ପ୍ୟାର୍ ମୋର ଲେଇଯା ତାଜା ତାଜା ବୟସ ଭାଂଗେ ନିତି ଅଳସ ମନ ତୋର ଏମିତି ସତେ ଅବା ମହୁ କଳସ ତତେ କିଏ ଗଢିଲା ଆଖି ଦୁଇ ଆଙ୍କିଲା ସାରା ଦେହେ ତୋଅର ମିଠା ମିଠା ବାସ ଭରିଲା ରାଣ ରାଣ ତୋର ମୋବାଇଲି ରାଣ ମାଗିବୁତୁ ଯଦି ଦେଇଦେବି ପ୍ରାଣ ପ୍ୟାର୍ ମୋର ଲେଇଯା ------------------------------------------------------ Recorded At: Sidharth Music Studio. Voice Dubbing & Mixing By: Swapnajit Sabat & Munna at Sidharth Music Studio Mastering By: Sitaram Agrawal & Swapnajit Sabat at Sidharth Music Studio Banner : Sidharth TV Producer : Sitaram Agrawal & Namita Agrawal Music Label : Sidharth Music ------------------------------------------------------ "Sidharth Music" ଏବଂ "Sidharth TV" ପ୍ରସ୍ତୁତ ଏହି ଭିଡିଓଟି ଯଦି ଭଲଲାଗିଥାଏ ତେବେ ଆମ channel କୁ Like ଏବଂ Share କରନ୍ତୁ I ଆମ ସହ ଯୋଡିହୋଇ ରହିବା ପାଇଁ ଏବଂ ସବୁଦିନ ନୂଆ ନୂଆ video ର Notification ପାଇବା ପାଇଁ "Sidharth Music" ଏବଂ "Sidharth TV" ର YouTube Channelକୁ Subscribe କରନ୍ତୁ ଓ Bell ର Button 🔔 ନିଶ୍ଚୟ ପ୍ରେସ୍ କରନ୍ତୁ I ଧନ୍ୟବାଦ୍ I ------------------------------------------------------ #SidharthMusic #SidharthTV #SitaramAgrawal #NamitaAgrawal #SidharthMusic #SidharthTV #SidharthBhakti #NamitaAgrawal
20 ساعت پیش در تاریخ 1403/07/16 منتشر شده است.
1,196,889 بـار بازدید شده
... بیشتر