ଛୁଆଁ ଅଛୁଆଁ, (chuan achuaan) NEW SAMBALPURI FILM- PRESENTD BY ISHWAR PRODUCTION,sundargarh, ଓଡିଶା❤❤❤

ISHWAR PRODUCTION
ISHWAR PRODUCTION
867.7 هزار بار بازدید - 4 سال پیش - ଛୁଆଁ ଅଛୁଆଁ. CHUAN ACHUAN new
ଛୁଆଁ ଅଛୁଆଁ. CHUAN ACHUAN new sambalpuri film. sambalpuri vdo...PRESENT BY ISHWAR PRODUCTION, sundargarh, ଓଡିଶା,.........ଉଦଣ୍ଡି ବୋହୁ, UDANDI BOHU, NEW SAMBALPURI SHORT FILM,ମାନବ ସଂସ୍କାର ଦ୍ଵାରା ସୁ ସମାଜ ଗଠନ ହୁଏ, ସମାଜ ର ଉର୍ନତ୍ତି ଦେଶ ର ଉନ୍ନତି ହୁଏ, ସମାଜ ରୁ ଚାଲୁଥିବା କେତେକ ଅନ୍ଧବିଶ୍ୱାସ,କୁ ପ୍ରଥା,କୁ ସଂସ୍କୃତି, ଦୂର କରି ଉନ୍ନତ ସମାଜ ଗଠନ କରିବା ମାନବ ର ପ୍ରଧାନ କର୍ତଵ୍ୟ, ଛୁଆଁ  ଅଛୁଆଁ ଭେଦ ଭାବ କରିବା ନାହିଁ, ସମସ୍ତ ଙ୍କୁ ସତ୍ବ୍ୟବହାର, ନମ୍ରତା, ସମ୍ମାନ କରିବା ଯଦ୍ୱାରା ପରସ୍ପର ପ୍ରତି  ସ୍ନେହାଭାବ, ପ୍ରେମ ଏକତା, ଶାନ୍ତି, ମୈତ୍ରୀ, ସ୍ଥାପନ କରିପାରିବା, ଜାତି ଧର୍ମ ବର୍ଣ୍ଣ ପ୍ରତି କାହାକୁ ଉପେକ୍ଷା, ଥଟ୍ଟା, ଉପହାସ କରିବା ନାହିଁ l
ବିକଶିତ ସମାଜ ଛୁଆଁ ଅଛୁଆଁ ଭେଦ ଭାବ ଦୂର କରିବା


1:-ଲୋଭ ପ୍ରଲୋଭନ ଦେଖାଇ କିମ୍ବା ଜୋର୍ଜବରଦସ୍ତ ଧର୍ମ ପରିବର୍ତନ  କରେଇବା ନାହିଁ କରିବା, ଆଦି କୁ ବିରୋଧ କରିବା  ଉଚିତ

2:-କୈଣସି ଜାତି ବର୍ଣ୍ଣ ଧର୍ମ  ପ୍ରତି ଥଟ୍ଟା, ପରିହାସ, ମଜାକ, ନିନ୍ଦା  କରିବା ନାହିଁ, କାହାରି ମନକୁ ଦୁଃଖ ଦେବ ନାହିଁ


3:-ସାମୁହିକ ଅନୁଷ୍ଠାନ, କାର୍ଯ୍ୟକ୍ରମ, ସମସ୍ତଙ୍କୁ ସତ ବ୍ୟବହାର, କରବା  ଉଚିତ
4:-ପରସ୍ପର ପ୍ରତି ସ୍ନେହାଭାବ, ପ୍ରେମ ଭାବ ରଖି, ଶାନ୍ତି, ମୈତ୍ରୀ, ଏକତା ରଖିବା ଆଉ ଖୁସି ରେ ଜୀବନ ଜାପନ କରିବା



5:-ସମସ୍ତଙ୍କୁ, 2021new year ତରଫରୁ ହାର୍ଦିକ ଶୁଭେଚ୍ଛା,
ଆପଣଙ୍କର ସ ପରିବାର  ଖୁସି ରେ ରହିବେ ଏହା ମୋର ଭଗବାନ ଙ୍କର ଠାରେ ପ୍ରାର୍ଥନା,


Concept by Ishwar Behera
City Sundargarh,Odisha
Follow us on instagram
- https://www.instagram.com
~Director            -  Ishwar Behera
SLP THANKS SUDHIR.PUSPA.DIBYA.SIBANI.SANIKA.MANASH.BINAYAs.PINKI.ଅଭୟ,jaykmar, and my friends.
~Choreographar-, Ishwar behera

~Script  Writer -   Ishwar  behera


~Producer          - nayika chulbuli


~Camera man  -   ishwar behera

~Editor                -  Ishwar BeheraA

ACTR:- ishwar, rina, sahajadi,ସୁଧିର, ଦିବ୍ୟ, MAHESWARbhai


 ~Contact Details~
Email for colaboration &  Booking_
               
               -  7682993605(Production Manager)

Our Most Popular Videos          

Must Watch And Like Share & Comment            
1-ବୁଢ଼ା ପଢ଼ା, BUDHA PADHAA,  new sambalp...ବୁଢ଼ା ପଢ଼ା                        
  2-Magsir Gurbaar ମଗଶିର  ଗୁରବାର  
         zlynxei13                3-Vande mataram DESH VAKTI VDO,present ...ବନ୍ଦେ ମାତରଂ
4-.ଦଦା ର   ସାଳି ବଡେ ମଲ ମଲି
ଦଦା ର   ସାଳି ବଡେ ମଲ ମଲି  (Dada ra  . ...

5-ସୁନ୍ଦର ଗଡିଆ  ହୀରୋ(Music Video)
ସୁନ୍ଦରଗଡିଆ  ହୀରୋ  (sundargarhdia hero...

6-.BOLBAM JIMA JHUMI JHUMI
BOLBAM JIMA JHUMI JHUMI ,ବୋଲବମ୍ ଜିିିମ...

7-Maejhi buta bade Athaମାଇଝି ବୁତା ବଡେ ଅଥା
ମାଇଝି ବୁତା ବଡେ ଅଥା/MAIJHI BUTA BADE A...
ସ୍ମଶାନ bhutସ୍ମଶାନ ଭୁତ(smasan bhut) new samalpuri...
8.(i hate love part _2 ) ଆଇ  ହେଟ  ଲବ -2
ମାଡ଼ଖିଆ ଲଭର MADKHIA LOVER ନୁଆଁ ସମ୍ବଲପ...
9-ପ୍ରେମକାହାଣୀ,  new sambalpuri albm VDO... ପ୍ରେମ କାହାଣୀ, albm
10-.I HATE LOVEଆଇ ହେଟ୍ ଲଭ୍
u_kb3ut63e
11-(SADA CHADKHAI )ସାଦା ଛାଡଖାଇ, sambalpu...ସାଦା ଛାଡ଼ ଖାଇ
---------------------------
LIKE | SHARE | COMMENT
SUBSCRIBE
---------------------------

film odia, sundargarhdi comedy
sambalpuri comedy,
     sort movee           ~THANKS FOR WATCHING~
Videoଆମ ଚାଁନେଲ ରେ ଯଦି ଅଭିନୟ କରିବା ପାଇଁ  ଚାହୁଁ ଛନ୍ତି  ହେଲେ   ଯୋଗାଯୋଗ କରନ୍ତୁ   ପ୍ରଡୁକ୍ସନ ମ୍ୟାନେଜର, ଈଶ୍ବର ଭାଇ ସହିତ, whatshop ନମ୍ବର -7682993605,  ଗ୍ରାମ -tumulia, ବ୍ଲକ - balisankara, ଜିଲ୍ଲା -ସୁନ୍ଦରଗଡ଼, ଓଡିଶା                                                                                     DIRECTORPRODUCER-ishwar behera,        CAMERA, EDITR----------ishwar behera                ACTRS-(MAHESWAR, ishwar, sa,gargandhi, sanjib,  Presented  by  ISHWAR PRODUCTION's କେବଳ ମନୋରଞ୍ଜନ ପାଇଁ ଅଟେ, ଏହା କାହାକୁ ଉପହାସ  କିମ୍ବା ଥଟ୍ଟା  ପାଇଁ ନୁହେଁ,..
4 سال پیش در تاریخ 1399/10/20 منتشر شده است.
867,770 بـار بازدید شده
... بیشتر