'ଢାଏ ଢାଏ ଜୋରରେ ଶବ୍ଦ ହେଲା, କାଚ ଫାଚ ଭାଙ୍ଗିକି ଆମେ ଛୁଆକୁ ଧରି ଆସିଲୁ'

suchanatv24x7
suchanatv24x7
574 بار بازدید - ماه قبل - #ତ୍ରିଶା_ନର୍ସିଂହୋମ_ଅଗ୍ନିକାଣ୍ଡ_ପରେ_ଖୋଲୁଛି_ଗୁମରବିଜୁ ସ୍ବାସ୍ଥ୍ୟ
#ତ୍ରିଶା_ନର୍ସିଂହୋମ_ଅଗ୍ନିକାଣ୍ଡ_ପରେ_ଖୋଲୁଛି_ଗୁମର
ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ତାଲିକାରୁ ବାଦ୍‌ ପଡ଼ିଲା ‘ତ୍ରିଶା’ ହସ୍ପିଟାଲ। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ‘ତ୍ରିଶା’ ହସ୍ପିଟାଲ ବାଦ୍ କରିଦେଇଛନ୍ତି ରାଜ୍ୟ ସରକାର।ଅଗ୍ନି ନିରାପତ୍ତା ନିୟମ ମାନି ନଥିବା ଦର୍ଶାଇ ରାଜ୍ୟ ସରକାର ତ୍ରିଶା ହସ୍ପିଟାଲକୁ ବିଏସକେୱାଇରୁ ବାଦ ଦେଇଛନ୍ତି।

#cuttack #hospitalfire #trishanurshinghome #bsky #bskycard #suchanatv24x7

Dear Viewers,

We have painstakingly prepared unique videos which have been carefully edited keeping in mind YouTube policy and guidelines and the taste of our beloved viewers be it breaking news, national news, international news, videos or #shorts.

Thank You for watching #suchanatv24x7

Our social media platforms:
Website - https://suchanatv.com/
Twitter - Twitter: suchanatv24x7
Facebook- Facebook: Suchanatv24x7
YouTube - @suchanatv24x7
Whatsapp- https://whatsapp.com/channel/0029Va9l...

For trade queries please contact us:
E-mail: suchanatv@[email protected]
ماه قبل در تاریخ 1403/04/26 منتشر شده است.
574 بـار بازدید شده
... بیشتر