High-Profile Murder Case in Odisha: Former Health Minister Shot Dead by Maoists | Odisha Reporter

Odisha Reporter
Odisha Reporter
416 هزار بار بازدید - 6 ماه پیش - ଯେଉଁ ହତ୍ୟାକାଣ୍ଡକୁ ଦେଖି ସମସ୍ତେ ସ୍ତବ୍ଦ
ଯେଉଁ ହତ୍ୟାକାଣ୍ଡକୁ ଦେଖି ସମସ୍ତେ ସ୍ତବ୍ଦ ପାଲଟି ଯାଇଥିଲେ, ସେହି ହତ୍ୟାକାଣ୍ଡର କାହାଣୀ ପଢୁଛନ୍ତି ମାଓବାଦୀ। ରାଜ୍ୟ ରାଜନୀତିର ଚର୍ଚ୍ଚିତ ଚେହେରା ତଥା ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ। ବ୍ରଜରାଜନଗରକୁ ଏକ ଦଳୀୟ କାର୍ଯ୍ୟକ୍ରମରେ ଯାଉଥିବା ବେଳେ ଗାନ୍ଧୀ ଛକ ନିକଟରେ ଫୁଟିଥିଲା ଗୁଳି। ଫାଣ୍ଡିରେ କାର୍ଯ୍ୟରତ ପୋଲିସ ଏଏସଆଇ ଗୋପାଳ ଦାସ ନବ ଦାସଙ୍କୁ ଗୁଳି କରି ହତ୍ୟା କରିଥିଲା। ଯାହା ସମଗ୍ର ରାଜ୍ୟରେ ଚହଳ ସୃଷ୍ଟି କରିଥିଲା। ରାଜ୍ୟ ରାଜନୀତିର ସେହି ହାଇପ୍ରୋଫାଇଲ ମର୍ଡର କେସ ଏବେ ମାଓବାଦୀଙ୍କ ଖାତାରେ।

Odisha Reporter is one of the best Odia news portal in Odisha. Get all the news updates in Odia.

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: Facebook: OdishaReporter
Twitter: Twitter: OdishaReporter
Telegram: https://telegram.me/Odisha_Reporter_o...
Instagram: Instagram: odishareporter_official
#OdishaReporter #odisha #SpecialStory #NabaDas #Naxalites #NoteBook #Bargarh
6 ماه پیش در تاریخ 1402/12/06 منتشر شده است.
416,054 بـار بازدید شده
... بیشتر