'ଚାବି ଚୋରି କରି ଫିଙ୍ଗିଦେଇଛନ୍ତି' | Odisha Reporter

Odisha Reporter
Odisha Reporter
9.4 هزار بار بازدید - ماه قبل - ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗକୁ ନେଇ
ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗକୁ ନେଇ ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ୱାଇଁମହାପାତ୍ର ବିସ୍ଫୋରକ ବୟାନ । କହିଲେ ରତ୍ନଭଣ୍ଡାର କୋଲପର ଏ ଚାବି ନୁହେଁ । ସେ ସମୟର ମୁଖ୍ୟ ପ୍ରଶାସକ ଥିବା ଅରବିନ୍ଦ ଅଗ୍ରୱାଲ ଚାବି ଫିଙ୍ଗି ଦେଇଥିଲେ । ଚାବି କଥା ସେ ହିଁ ଉଠାଇଥିଲେ । ଚାବି ମିଳିନଥିବା କଥା କହିବା ସହ ଡୁପ୍ଲିକେଟ୍ ଚାବି କଥା ସେ ହିଁ ଉଠାଇଥିଲେ ।
Odisha Reporter is one of the best Odia news portal in Odisha. Get all the news updates in Odia.

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: Facebook: OdishaReporter
Twitter: Twitter: OdishaReporter
Telegram: https://telegram.me/Odisha_Reporter_o...
Instagram: Instagram: odishareporter_official
#Odishareporter #Puri #Ratnabhandar #jagannathswainmohapatra #Allegation #Keyissue
ماه قبل در تاریخ 1403/04/26 منتشر شده است.
9,459 بـار بازدید شده
... بیشتر