Kantabanji News: ଇଣ୍ଡୋନେସିଆର ଝି ଫେସବୁକନେ ଭଲ ପାଇକରି ବହ ହେଇ ଆଏଲେ ବଲାଙ୍ଗିରକେ

Paharaa
Paharaa
657 هزار بار بازدید - 3 سال پیش - ଅନାଦି କାଲୁ ଆଜି ତକ୍ ଭଲ
ଅନାଦି କାଲୁ ଆଜି ତକ୍ ଭଲ ପାଏବାରଟା ହିଁ ଇ ସବୁ ବିବର୍ତ୍ତନର କାରନ୍ ହେଇ ଆସିଛେ । କିମ୍ବଦନ୍ତୀ କାବ୍ୟ ଉର୍ବଶୀନେ ଭାରତର ହିନ୍ଦୀ ସାହିତ୍ୟର ପରୁହାଁ ସ୍ରଷ୍ଟା ରାମଧାରୀ ସିଂ ଦିନକର ସ୍ୱର୍ଗର ଅପସରା ଉର୍ବଶୀ ଆର ମର୍ତ୍ତ୍ୟର ସବୁନୁ ସକ୍ଷମ୍ ରଜା ପୁରୁରବାକଁର୍ ଭିତର ପ୍ରେମ କାହାଣୀକେ ସବୁ ସମ୍ଭବ୍ ବିଶେଷ୍ୟ ଆର ବିଶେଷଣ ଦେଇକରି ଭଲ ପାଏବାରଟା କାଣା ଆଏ ଯେ ତାର ଶଦ୍ୱର ହିମାଳୟ ଗଢିଛନ୍ । ସବୁ ସମିଆଁନେ ସବୁ ସଭ୍ୟତାନେ ଦୁନିଆ ଦେଖିଛେ ଅମର ପ୍ରେମ୍ କଥା । ଇଣ୍ଡୋନେସିଆନୁ ବଲାଙ୍ଗିରକେ ଘିଚି ଆନିଛେ ସେ ପ୍ରେମର ଶକ୍ତି ।

For more such updates, please Like, Comment, and Share our videos and Subscribe to our YouTube channel.

Contacts:-
Mail- [email protected]
Facebook- Facebook: Paharaa24x7
YouTube- paharaa24x7
Instagram- Instagram: Paharaa24x7
Twitter- Twitter: Paharaa24x7
Whatsapp- 7205661076
Website- https://www.paharaa.com/

Thanks & Regards
www.Paharaa.com
#ସମାଜ​ #ସଂସ୍କୃତି​ #ସମାଚାର #Odisha #Paharaa #Balangir #News
3 سال پیش در تاریخ 1400/11/24 منتشر شده است.
657,047 بـار بازدید شده
... بیشتر