'ମିଛ ଅଭିଯୋଗ ଆଣୁଛନ୍ତି ନର୍ସିଂ ଷ୍ଟାଫ୍' | Odisha Reporter

Odisha Reporter
Odisha Reporter
5.3 هزار بار بازدید - ماه قبل - ନର୍ସିଂ କର୍ମଚାରୀ ଓ ହାଉସ ସର୍ଜନଙ୍କ
ନର୍ସିଂ କର୍ମଚାରୀ ଓ ହାଉସ ସର୍ଜନଙ୍କ ମଧ୍ୟରେ ଦୋଷ ଲଦାଲଦି । ପ୍ରଥମେ ନର୍ସିଂ କର୍ମଚାରୀ ଅଭିଯୋଗ ଆଣିଲେ କି ହାଉସ ସର୍ଜନମାନେ କାର୍ଯ୍ୟରେ ଥିବାବେଳେ ଦୁର୍ବ୍ୟବହାର କରିଛନ୍ତି । ଏଥିସହିତ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ଏବେ ହାଉସ ସର୍ଜନ କହିଛନ୍ତି ମିଛ ଆରୋପ ଲଗାଉଛନ୍ତି ନର୍ସିଂ କର୍ମଚାରୀ । ଆମକୁ ଭଲ ବ୍ୟବହାର କରୁନାହାନ୍ତି ।
Odisha Reporter is one of the best Odia news portal in Odisha. Get all the news updates in Odia.

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: Facebook: OdishaReporter
Twitter: Twitter: OdishaReporter
Telegram: https://telegram.me/Odisha_Reporter_o...
Instagram: Instagram: odishareporter_official
#OdishaReporter #Cuttack #NursingStaff #housesurgeon #SCBMedical
ماه قبل در تاریخ 1403/04/26 منتشر شده است.
5,322 بـار بازدید شده
... بیشتر