MANTU CHHURIA NEW SONG II CHALI JAUTHIL ll KUMUDA CHANDRA RAY ll
2.2 هزار بار بازدید -
2 ماه پیش
-
CHAKA JANHA Song CreditChali Jauthili
CHAKA JANHA
Song Credit
Chali Jauthili Chahin Deli Ghuri
Singer - Mantu Chhuria
Lyrics & Music - Kumuda Chandra Ray
8480276624
Arranger - Subhasis Kumar
Recording & Mixing - Yaas Land Mark Studio . Cuttack.
DOP - Prasant
Level- Sarbajini Cremations..
Producer- Bidyut Prava Nayak.
#samabalpuri_dj_song #mantuchuriasong #odiahitsong #mantuchuriamusicvideo #mantuchhuria #mantuchuriahits #matuchurianew2024
#sambalpurisong #sambalpuristatus
CHAKA JANHA - Official Music Video
Presenting the beautiful song "Chali Jauthili Chahin Deli Ghuri" by the incredibly talented Mantu Chhuria. Dive into the soulful lyrics and captivating music crafted by Kumuda Chandra Ray, with arrangement by Subhasis Kumar. This musical experience was recorded and mixed at Yaas Land Mark Studio, Cuttack.
Don't forget to like, comment, and subscribe for more amazing music!
#ChakaJanha #MantuChhuria #OdiaMusic #SarbajiniCremations
---
Feel free to share your thoughts on this enchanting track in the comments below!
ଚକା ଜହ୍ନ
ଚାଲି ଯାଉଥିଲି ଚାହିଁ ଦେଲି ଘୁରି
ଯାଉଥିଲା ଗୋରୀ କାଖେ ଗରା ଧରି
ଗୋରା ଦେହକୁ ତା ନାଲି ଛିଟ ଶାଢ଼ୀ
ଭାରି ବଢିଆ
ପହିଲି ଦେଖାରେ ମାରିଦେଲା ତୀର
ହଳଦୀ ଚମ୍ପା ଗୋରୀଟା (୦)
ସୁନ୍ଦରୀ ସୁନ୍ଦରୀ କହିଦେଲେ ତାକୁ
ହୁଏ ଖାଲି ଗାରୁ ଗାରୁ
ବୁଝୁନାହିଁ ଜମା ତା ପାଇଁ କିଏ
ପୀରତି ଜାଳାରେ ମରୁ
ମୁରୁକି ମୁରୁକି ହସେ
ସେ ମୁରୁକି ମୁରୁକି ହସେ
ପାଖକୁ ଡାକିଲେ ଦୂରେଇ ଯାଉଛି
ପୁନେଇଁ ଚକା ଜହ୍ନଟା
ପହିଲି ଦେଖାରେ ମାରିଦେଲା ତୀର
ହଳଦୀ ଚମ୍ପା ଗୋରୀଟା (୧)
ବେଣିରେ ଝୁଲେଇ ମଲ୍ଲୀ ଗଜରାକୁ
ପାଦରେ ପାଉଁଜି ନାଇ
ଚାଲି ଯାଉଥାଏ ଅଣ୍ଟା କୁ ହଲେଇ
କଣେଇ କଣେଇ ଚାହିଁ
ନସର ପସର ହେଉଛି
ଖାଲି ନସର ପସର ହେଉଛି
ପଡୁନାହିଁ ଜମା ମୋ ପ୍ରେମ ଫାଶରେ
ସରମୀ ଚନ୍ଦ୍ର ମୁଖିଟା
ପାଖକୁ ଡାକିଲେ ଦୂରେଇ ଯାଉଛି
ପୁନେଇଁ ଚକା ଜହ୍ନଟା
ପହିଲି ଦେଖାରେ ମାରିଦେଲା ତୀର
ହଳଦୀ ଚମ୍ପା ଗୋରୀଟା (2)

در تاریخ 1403/03/20 منتشر شده
است.
2,288
بـار بازدید شده