ରାଜପଥରେ ପୋଲିସ-ଗଞ୍ଜେଇ ବେପାରୀ ଛକାପଞ୍ଝା ||Commissionerate Police || Smugglers || Thrilling Chase ||OR

Odisha Reporter
Odisha Reporter
3.3 هزار بار بازدید - ماه قبل - ସାର୍...ଗାଡ଼ି ଗଲା ଗଲା ଧର ତାକୁ....ସ୍ପିଡ୍
ସାର୍...ଗାଡ଼ି ଗଲା ଗଲା ଧର ତାକୁ....ସ୍ପିଡ୍ ହେଲା ସାର୍ । ଆପଣ ଏ ଭିଜୁଆଲ ଦେଖି ଭାବୁଥିବେ ବୋଧହୁଏ କୌଣସି ଫିଲ୍ମର ସୁଟିଂ ଚାଲିଛି ବୋଧେ । ହେଲେ ନା ଏହା କୌଣସି ଫିଲ୍ମ ସୁଟିଂର ଦୃଶ୍ୟ ନୁହେଁ ବରଂ ଗଞ୍ଜେଇ ବେପାରୀଙ୍କୁ ପୋଲିସ ଚେଜ୍ କରିବାର ଦୃଶ୍ୟ । ଏକ କୁଇଣ୍ଟାଲ  ୧୦ କେଜି ଗଞ୍ଜେଇ ସହ ହାଇଫାଇ କାରରେ ଯାଉଥିବା ବେଳେ ଜାତୀୟ ରାଜପଥରେ ପିଛା କରି ଧରିଛି କମିଶନରେଟ ପୋଲିସର ସ୍ପେଶାଲ କ୍ରାଇମ୍ ୟୁନିଟ ।
Odisha Reporter is one of the best Odia news portal in Odisha. Get all the news updates in Odia.

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: Facebook: OdishaReporter
Twitter: Twitter: OdishaReporter
Telegram: https://telegram.me/Odisha_Reporter_o...
Instagram: Instagram: odishareporter_official
#Odishareporter #Bhubaneswar #Commissioneratepolice #Livevisual #chase #ganja
ماه قبل در تاریخ 1403/04/26 منتشر شده است.
3,389 بـار بازدید شده
... بیشتر