‘ମହିଳା ସରପଞ୍ଚଙ୍କ ବଦଳରେ ତାଙ୍କ ସ୍ବାମୀ, ମୁଖ୍ୟମନ୍ତ୍ରୀଙ୍କ ବଦଳରେ ପାଣ୍ଡିଆନ’ | Soumya Patnaik Vs VK Pandian

Odisha Reporter
Odisha Reporter
149 هزار بار بازدید - 11 ماه پیش - ଆଜିକାଲି ରୋକଠୋକ କଥା କହି ଚର୍ଚ୍ଚାରେ
ଆଜିକାଲି ରୋକଠୋକ କଥା କହି ଚର୍ଚ୍ଚାରେ ଥିବା ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ପୁଣିଥରେ ହସି ହସି କହିଲେ ଆଉ ହାଲକା କରି ସରକାରଙ୍କୁ ପିନ ମାରିଲେ। ବିଜ୍ଞାପନରୁ ଆରମ୍ଭ କଲେ ମହିଳା ସରପଞ୍ଚଙ୍କ ସ୍ବାମୀ ଏବଂ ପାଣ୍ଡିଆନଙ୍କ ପାଖରେ ଶେଷ କଲେ।ମହିଳାଙ୍କ ପାଇଁ 50 ପ୍ରତିଶତ ସଂରକ୍ଷଣ ହେଲା କିନ୍ତୁ ସ୍ତ୍ରୀ ସରପଞ୍ଚ ହେବା ପରେ ସ୍ବାମୀମାନେ ତାଙ୍କ ଅଧିକାର ବ୍ୟବହାର କରୁଛନ୍ତି। ଠିକ ଯେମିତି ମୁଖ୍ୟମନ୍ତ୍ରୀଙ୍କ ବଦଳରେ ପାଣ୍ଡିଆନ ବୁଲୁଛନ୍ତି।

Odisha Reporter is one of the best Odia news portal in Odisha. Get all the news updates in Odia.

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: Facebook: OdishaReporter
Twitter: Twitter: OdishaReporter
Telegram: https://telegram.me/Odisha_Reporter_o...
Instagram: Instagram: odishareporter_official
#Odisha #OdishaReporter #SoumyaRanjanPatnaik #VKPandian #CMOOdisha #CMNaveenPatnaik #BJDMLA #Jagatsinghpur
11 ماه پیش در تاریخ 1402/06/19 منتشر شده است.
149,014 بـار بازدید شده
... بیشتر