କ'ଣ କହିଦେଲେ ପ୍ରମିଳା? | Pramila Mallick Statements in Rajnagar Brings Vibration in Odisha Politics!

THE Quiver News
THE Quiver News
66.3 هزار بار بازدید - پارسال - ରାଜନଗରବାସୀଙ୍କ ପିଛା ଛାଡୁନି ମଳିମୁଣ୍ଡିଆ ପରିଚୟ
ରାଜନଗରବାସୀଙ୍କ ପିଛା ଛାଡୁନି ମଳିମୁଣ୍ଡିଆ ପରିଚୟ । ତାଙ୍କ ବିଧାୟକ କହିଥିଲେ, ରାଜନଗରବାସୀ ମିଳିମୁଣ୍ଡିଆ । ଏବେ ତା ଉପରେ ମୋହର ମାରିଲେ ରାଜସ୍ୱ ମନ୍ତ୍ରୀ । ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ରାଜନଗରବାସୀଙ୍କୁ  ଦେଖାଇଦେଲେ ସେମାନେ କେତେ ମ୍ଲେଛ  । ସୁଜାତାଙ୍କ ଗାଁ ଲୋକଙ୍କୁ କହିଲେ ମଳିମୁଣ୍ଡିଆ । ସୁଜାତା ରାଉତ, ଯାହାଙ୍କୁ ମିଶନ ଶକ୍ତିର କ୍ୟାପଟେନ୍ ବୋଲି କୁହାଯାଉଛି, ତାଙ୍କ ଗାଁ ଲୋକଙ୍କୁ ମଳିମୁଣ୍ଡିଆ ଆଖ୍ୟା ଦେଇଛନ୍ତି ପ୍ରମିଳା । ଦେଖନ୍ତୁ ଏହି ରିପୋର୍ଟ...
#kendrapadapolitics #BJDOdisha #PramilaMallick #dhrubacharansahoo #Rajnagar #NaveenPatnaik #thequiver

THE Quiver News is the leading digital news platform in Odisha brings the latest update and insights in politics, business, health, education, technology, sports etc... in Odisha, India and around the World. Stay ahead with the breaking updates with THE Quiver News!
Get Touch With Us!
-------------------------
Subscribe "THEQuiverNews" in YouTube!  @thequivernews
Like us in Facebook: Facebook: THEQuiverOfficial
Follow us in Instagram: Instagram: thequivernews
Follow us in Twitter: Twitter: thequivernews
Visit our website: https://thequiver.in/
Follow us in LinkedIn: LinkedIn: thequivernews
پارسال در تاریخ 1402/03/23 منتشر شده است.
66,309 بـار بازدید شده
... بیشتر