Pandian still taking the key roll of bjd | ନିବାସରୁ ଗୋଟି ଚଳାଉଛନ୍ତି ପାଣ୍ଡିଆନ | The Quiver

THE Quiver News
THE Quiver News
30.3 هزار بار بازدید - ماه قبل - #ନିବାସରୁ_ଗୋଟି_ଚଳାଉଛନ୍ତି_ପାଣ୍ଡିଆନନବୀନ ଗ୍ୟାଙ୍ଗର
#ନିବାସରୁ_ଗୋଟି_ଚଳାଉଛନ୍ତି_ପାଣ୍ଡିଆନ
ନବୀନ ଗ୍ୟାଙ୍ଗର ଅଫିସରମାନେ ଏବେ ମେଳି ହେଲେଣି । ଓଏସଡି ଭାବେ ବସିଥିବା ବରିଷ୍ଠ ଆଇପିଏସ ଅଧିକାରୀମାନେ ଏବେ ଏକଜୁଟ ହେଉଛନ୍ତି । କ୍ଷମତା ନଥିଲେ ବି ମିଳିତ ହୋଇ ଯୋଜନା କରିବାକୁ କାଳେ ୍ରସ୍ତୁତ ହୋଇଗଲେଣି । ଏମାନଙ୍କୁ ପଛରୁ ଇନ୍ଧନ ଦେଉଛନ୍ତି ଗ୍ରୁ ଲିଡର ତଥା ନବୀନଙ୍କ ମାନସପୁତ୍ର ଭିକେ ପାଣ୍ଡିଆନ । ସରକାରୀ ବ୍ୟବସ୍ଥା ଭିତରେ ଏମାନେ ରହିବେ ଓ ଧିରେ ଧିରେ କାୟା ବିସ୍ତାର କରି ନବୀନଙ୍କୁ ସମର୍ଥନ ଦେବେ ।
#thequiver #naveenpatnaik #vkpandian
#odisha #bjd #nabin_pattnaik #vk_pandian #nabin_nibas #OSD #non_odia_officers #oficers_cotary
THE Quiver News is the leading digital news platform in Odisha brings the latest update and insights in politics, business, health, education, technology, sports etc... in Odisha, India and around the World. Stay ahead with the breaking updates with THE Quiver News!
Get Touch With Us!
--------------------------
Subscribe "THEQuiverNews" in YouTube!  @thequivernews
Like us in Facebook: Facebook: THEQuiverOfficial
Follow us in Instagram: Instagram: thequivernews
Follow us in Twitter: Twitter: thequivernews
Visit our website: https://thequiver.in/
Follow us in LinkedIn: LinkedIn: thequivernews
ماه قبل در تاریخ 1403/04/27 منتشر شده است.
30,308 بـار بازدید شده
... بیشتر