ପଇସା ପାଇଁ ଡହଳବିକଳ ଲାଞ୍ଚୁଆ ପୁଲିସ | Vigilance Nabs Two Police Officers In Balsore | Odisha Reporter

Odisha Reporter
Odisha Reporter
699.7 هزار بار بازدید - پارسال - ବାଲେଶ୍ବର ପୁଲିସ ବିରୋଧରେ ମାଳ ମାଳ
ବାଲେଶ୍ବର ପୁଲିସ ବିରୋଧରେ ମାଳ ମାଳ ଅଭିଯୋଗ। ଭିଜିଲାନ୍ସ ପଞ୍ଝାରେ ଦୁଇଜଣ ପୁଲିସ ବାବୁ ପଡ଼ିବା ପରେ ବି ରହିଛି ଆଉ କିଛି ଲାଞ୍ଚୁଆ ଅଧିକାରୀ। କେଉଁ ଥାନା ଅଧିକାରୀଙ୍କଠୁ ଆରମ୍ଭ କରିବେ ଆଉ କେତେ ଥାନା ଅଧିକାରୀଙ୍କ ନିକଟରେ ଶେଷ କରିବେ, ତାହା କେବଳ ମଦ ବ୍ୟବସାୟୀ ଜଣଙ୍କ କହିପାରିବେ।  ମାସିକ ବଟି ପାଇଁ ଝୁଣି ପକାଇଲେ ପୁଲିସ ବାବୁମାନେ। ଡ୍ରାଇଭରଙ୍କଠାରୁ ଆରମ୍ଭ କରି ଥାନା ଅଧିକାରୀ, ସମସ୍ତଙ୍କୁ ଦରକାର ମାସିକିଆ ବଟି। ପରିସ୍ଥିତି ଏମିତି ହେଲା ଯେ,ଶେଷରେ ସାମ୍ବାଦିକ ସମ୍ମିଳନୀ କରି ଲାଞ୍ଚୁଆ ପୁଲିସଙ୍କ କଳା ଚିଠା ଖୋଲିଦେଲେ ମଦ ବ୍ୟବସାୟୀ।  
Odisha Reporter is one of the best Odia news portal in Odisha. Get all the news updates in Odia.

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: Facebook: OdishaReporter
Twitter: Twitter: OdishaReporter
Telegram: https://telegram.me/Odisha_Reporter_o...
Instagram: Instagram: odishareporter_official
#odisha #OdishaReporter  #balasore #police
پارسال در تاریخ 1402/05/01 منتشر شده است.
699,708 بـار بازدید شده
... بیشتر