ସକାଳେ ଗାଁ ବୁଲା,ସନ୍ଧ୍ୟାରେ ଚିକେନପୋଡା ଜମିଲା| ଆମେରିକାର ଗାଁ|American Village,Market Tour|America ru khati

America ru Khati
America ru Khati
3.2 میلیون بار بازدید - 3 سال پیش - ନମସ୍କାର |ଜୟଜଗନ୍ନାଥ |ଏହି Vlog ଭିଡ଼ିଓ
ନମସ୍କାର |ଜୟଜଗନ୍ନାଥ |
ଏହି Vlog ଭିଡ଼ିଓ ଟିରେଆମେରିକା ର ଗୋଟେ ଗାଁ ବୁଲିବା ଆଉ ଗାଁ ରେ ଘର, ବଜାର ,ପୋଖରୀ ଆଉ ସବୁଠୁ ମଜା କଥା ଯେ ଏଠିକା ବିବାହ ମଣ୍ଡପ ବି ଦେଖିବା |ସନ୍ଧ୍ୟାରେ ଚିକେନ ଆଉ ପନିର କବାବ ବନେଇବା | | ଯଦି ଭିଡ଼ିଓ ଟି ଭଲ ଲାଗିଲା ନିଶ୍ଚୟ like କରିଦିଅନ୍ତୁ ଏବଂ ଚାନେଲ କୁ subscribe କରିଦିଅନ୍ତୁ | ଖୁବ ଶୀଘ୍ର  ଆମର ପୁଣି ଦେଖା ହେବ next ଭିଡ଼ିଓ ରେ | ସେଯାଏ, ଭଲରେ ଥାନ୍ତୁ ଆଉ ଭଲ ପାଉଥାନ୍ତୁ |
 ............................................................................................  

#villageinamerica #chickenkabab #americavillagelife #odiafamilyinamerica #odiavloggerinamerica   #odialifestyle #odiajhia #ameodia #odiapk #odiavlogger #odiavlogs #paneerkababrecipi
#Americarukhati  #villagevlog#odiaroutinevlog

..................................................................................................................
My Handels
Facebook : Facebook: iamswagdash
Instagram : https://www.instagram.com/iamswagdash...
.........................................................
ମୋର ଭିଡ଼ିଓ ସବୁ ଲିଷ୍ଟ ଏଠି, ଯଦି ଦେଖିନାହାନ୍ତି ତେବେ ନିଶ୍ଚୟ ଦେଖିନିଅନ୍ତୁ

ଆମେରିକା ରେ ଚିଲିକା ଧାଵା ଷ୍ଟାଇଲ କଙ୍କଡା ତରକାରୀ
ବାହାଘର ପରେ କାଇଁ ହେଇଥିଲା କଙ୍କଡା ତରକାରୀ...

ସାରା ଆଉ ସିଆ ଙ୍କର ମାତୃଭାଷା ପରୀକ୍ଷା
ଆମେରିକାରେ ଜନ୍ମ କିନ୍ତୁ ଆଜି ଦେବେ ଓଡ଼ିଆ ...

ଆମେରିକା ରେ philips airfryer ରେ ବିନା ତେଲ ରେ ଛଣା ଛାଣି
Valentines Day Special | ବିନା ତେଲ ରେ ...

ଆମେରିକାରେ କେମିତି ଭରୁ ନିଜେ ନିଜ ଗାଡି ରେ ପେଟ୍ରୋଲ, ଦେଖନ୍ତୁ ଏଠିକା ପେଟ୍ରୋଲପମ୍ପ
ଆମେରିକାରେ ଗାଡ଼ିରେ କେମିତି ନିଜେ ଭରୁ ପେଟ...

ଆମେରିକା ରେ କେମିତି ହୁଏ ଘର ପ୍ରତିଷ୍ଠା ପୂଜା
ଆମେରିକାରେ କେମିତି ହୁଏ ଗୃହପ୍ରବେଶ ପୂଜା |...

ଆମେରିକା ରେ snow ଖେଳ ର ମଜା
ଆମେରିକାର ଏଇ ହ୍ରଦଟିରେ ଖରାଦିନେ ଭର୍ତିପାଣ...

ବାସନା ମଜା ଯନ୍ତ୍ର ବା dishwasher
ବାସନମଯା ଯନ୍ତ୍ର ବା Dishwasher | କେତେ ଭ...

ରୁଟି ଉପାଖ୍ୟାନ |ଆଧୁନିକ ରୁଟି ତିଆରିକରୁଥିବା ରୋବଟ
ରୁଟି ଉପାଖ୍ୟାନ |ଆସନ୍ତୁ ଦେଖିବା ନୂଆ Roti...

New year Party Vlog
ନୂଆବର୍ଷ celebration ବ୍ଲୋଗ |ଆମେରିକାରେ ...

କେମିତି ପାଳିଲୁ ଖ୍ରୀଷ୍ଟମାସ ଆମେରିକା ରେ ବ୍ଲୋଗ
ବଣଭୋଜି ଷ୍ଟାଇଲ ଚିକେନ ତରକାରୀ, ଆଂଗୁଠି ଚା...

ବିଦେଶିନୀ ଙ୍କ ପଖାଳ ଖିଆ  Odia Vlog :
ବିଦେଶିନୀ ମଜା ନେଲେ ପଖାଳର |Foreigner re...

ଆମେରିକା ରେ Housetour  Vlog :
ଆମେରିକାରେ ଘର design କେମିତିକା ଥାଏ ? Ho...

ଆମେରିକା ରେ କାଠ ଘର କାଇଁକି ଓ କେମିତି ତିଆରି ହୁଏ
ଆମେରିକାରେ କାଠଘର କାହିଁକି ଓ କେମିତି ହୁଏ ...

କେମିତି ଏତେ ସଫା ଆମେରିକା , ଆମେରିକା ରେ ସଫେଇ କରେ ୨କୋଟି ଦାମର ଗାଡି
ଆମେରିକା କେମିତି ଏତେ ସଫା ? Road cleanin...

ଆମେରିକା ବଣରେ  ବୁଲିବା,ଖାଇବା ଆଉ ଖଟି କରିବା
ଆମେରିକା ରେ ଜଙ୍ଗଲ ଓ ଝରଣା ଦେଖିବା | ଆମେର...

ମୋର Introduction Vlog:
ମୁଁ କିଏ ? କଣ ଦେଖିବେ ଏଇ ଚାନେଲ ରେ ? l I...

୬୦ ମିନିଟ ରେ party ଡେକୋରେସନ  Vlog:
ମାତ୍ର ୬୦ ମିନିଟ ଭିତରେ ସହଜରେ କରନ୍ତୁ par...

ଆମେରିକା ର ସବୁଠୁ ଶସ୍ତା ଦୋକାନ vlog
ଆମେରିକା ରେ ସବୁଠୁ ଶସ୍ତା ଦୋକାନ | ହରେକମା...
3 سال پیش در تاریخ 1400/02/02 منتشر شده است.
3,241,585 بـار بازدید شده
... بیشتر