ବାବୁ ମହଲ: ଅଙ୍ଗନବାଡି ଦିଦି ଶାନ୍ତି ଅପା | Babu Mahal # 133 'Angwanwadi Didi Santi Apa'

Dharitri Live
Dharitri Live
8.9 میلیون بار بازدید - 2 سال پیش - ଗାଁଠୁ ସହର ଚାରିଆଡେ ଅଙ୍ଗନବାଡି କେନ୍ଦ୍ର
ଗାଁଠୁ ସହର ଚାରିଆଡେ ଅଙ୍ଗନବାଡି କେନ୍ଦ୍ର ଖୋଲାଯାଇଛି । ଛୋଟ ଛୋଟ ପିଲାମାନେ କେମିତି ହସ ଖୁସିରେ ପାଠ ପଢିବେ ସେଥିପାଇଁ ସରକାର ବହି, ଡ୍ରେସ, ଖାଦ୍ୟ, ଜୋତା, ଏମିତି ଅନେକ ଜିନିଷ ମାଗଣାରେ ଯୋଗାଇଦେଇଥାନ୍ତି । ସନିଆ କିପରି ଲୋଭର ବଶବର୍ତ୍ତୀ ହୋଇ ସେ ସବୁର ଫାଇଦା ଉଠେଇଛି ତାହା ଏହି ଭିଡିଓ ମାଧ୍ୟମରେ ଦର୍ଶାଯାଇଛି । ଏଥର 'ବାବୁ ମହଲ'ର ପ୍ରସଙ୍ଗ ହେଉଛି 'ଅଙ୍ଗନବାଡି ଦିଦି ଶାନ୍ତି ଅପା' ।

ଏହି ଆନିମେଶନ ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖନ୍ତୁ ଏବଂ ନିଜ ମତାମତ କମେଣ୍ଟବକ୍ସରେ ଲେଖନ୍ତୁ।  

Babu Mahal # 133:  Angwanwadi Didi Santi Apa ( A funny odia animated cartoon web series from Dharitri Live )

This video is not allowed for reuse/ redistribution in any form and manner on any source. Copyright owner : Dharitri Live

LIKE || SHARE || SUBSCRIBE

Also Watch:

👉  Special Episodes : Special Videos

👉  'Fun with Public' all episodes:   Fun With Public | ଫନ୍ ଓ୍ବିଥ୍ ପବ୍ଲିକ୍ ...

👉  Babu Mahal - Cartoon animation web series: Babu Mahal | ବାବୁ ମହଲ

👉  Health Tips: Health Tips | ହେଲ୍‌ଥ୍‌ ଟିପ୍ସ୍‌

👉  Smart City Specials | ସ୍ମାର୍ଟ୍‌ ସିଟି ସ୍ପେଶାଲ୍ସ୍‍ : Delicious momos in Bhubaneswar । ସ୍ମା...

👉  Man Mijaj | ମନ ମିଜାଜ : Man Mijaj | ମନ ମିଜାଜ | Dharitri Live


For more updates please visit us:

👉  Website:  https://www.dharitri.com
👉  Facebook:  Facebook: DharitriNews
👉  Twitter:  Twitter: DharitriLive1
👉  Youtube:  dharitrilive

#BabuMahal #OdiaCartoon #OdiaComedy #Odisha #ଅଙ୍ଗନବାଡି
2 سال پیش در تاریخ 1401/02/02 منتشر شده است.
8,914,746 بـار بازدید شده
... بیشتر