ମଦୁଆ ଏବେ କରିବେ କ'ଣ ? || Is Liquor Ban Possible In Odisha ? || Manthan || Odisha Reporter

Odisha Reporter
Odisha Reporter
206 هزار بار بازدید - 10 ساعت پیش - ବିହାର, ଗୁଜରାଟ ଭଳି ଓଡ଼ିଶାରେ ବି
ବିହାର, ଗୁଜରାଟ ଭଳି ଓଡ଼ିଶାରେ ବି ବନ୍ଦ ହେବ କି ମଦ ବିକ୍ରି ? ମଦ ଓ ନିଶା ମୁକ୍ତ ହେବ ଓଡ଼ିଶା, ଏଥିପାଇଁ ରାଜ୍ୟ ସରକାର ପଦକ୍ଷେପ ନେବେ ବୋଲି ଆଜି ସାମାଜିକ ସୁରକ୍ଷା ମନ୍ତ୍ରୀ ସୂଚନା ଦେବା ପରେ ଏହି ପ୍ରଶ୍ନ ମୁଣ୍ଡ ଟେକିଛି। ଖଣି ପରେ ମଦରୁ ମୋଟା ଅଙ୍କର ରାଜସ୍ବ ପାଉଥିବା ଓଡ଼ିଶା ସତରେ କ’ଣ ହୋଇପାରିବ ମଦମୁକ୍ତ ? ତେବେ ମଦ ବିରୋଧୀ କର୍ମୀଙ୍କ ମତ, ମଦ ବନ୍ଦ ଦ୍ବାରା ରାଜସ୍ବ କ୍ଷତି ତୁଳନାରେ ଫାଇଦା ଢେର ଅଧିକ। Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: bit.ly/OdishaReporteronYouTube Web: odishareporter.in/ Facebook: www.facebook.com/OdishaReporter/ Twitter: twitter.com/OdishaReporter Telegram: telegram.me/Odisha_Reporter_official Instagram: www.instagram.com/odishareporter_official/ #OdishaReporter #manthani #ODISHA #WINEBAN #odishawine #liqourfreeodisha
10 ساعت پیش در تاریخ 1403/07/09 منتشر شده است.
206,043 بـار بازدید شده
... بیشتر