How are famous Opera artist Daitari Panda in lockdown ? To know Watch. । Nandighosha TV

Nandighosha TV
Nandighosha TV
161.6 هزار بار بازدید - 4 سال پیش - ଓଡ଼ିଆ ଯାତ୍ରା ଜଗତର ଲୋକପ୍ରିୟ କଳାକାର
ଓଡ଼ିଆ ଯାତ୍ରା ଜଗତର ଲୋକପ୍ରିୟ କଳାକାର ଦୈତାରୀ ପଣ୍ଡା । ଲକ୍ ଡାଉନ ସମୟରେ ଅପେରା ନାହିଁ କି ଆସର ନାହିଁ । ଏହି ସମୟରେ କ'ଣ କରୁଛନ୍ତି ଦୈତାରୀ । ଜାଣିବା ପାଇଁ ନନ୍ଦିଘୋଷ ଟିମ୍ ପହଞ୍ଚିଥିଲା ଦୈତାରୀଙ୍କ ନିକଟରେ, ଆଉ ପଚାରି ବୁଝିଥିଲା ତାଙ୍କ ହାଲ୍ ଚାଲ୍  । ନିଜର ଦୀର୍ଘଦିନରେ ଯାତ୍ରାଜଗତ ଅନୁଭୂତି ସହ ଲକ୍ ଡାଉନ ଅନୁଭୂତିକୁ ଫେଣ୍ଟି ପରସିଥିଲେ ଦୈତାରୀ  । ସବୁ କ'ଣ ଏଇଠି ଲେଖିଦେବା....ଚାଲନ୍ତୁ ଦେଖିବା ଦୈତାରୀଙ୍କୁ ନେଇ ପ୍ରସ୍ତୁତ ହୋଇଥିବା ଏହି ଏପିସୋଡ୍ ଟି ।
4 سال پیش در تاریخ 1399/03/14 منتشر شده است.
161,695 بـار بازدید شده
... بیشتر