ଜାନକୀଙ୍କ ହାତରନ୍ଧା ମାଟିହାଣ୍ଡି ମଟନ୍ || ଏଠି ଘଣ୍ଟାଏ ଭିତରେ ମଟନ ସଫା || Mati handi mutton || Patia toka

Patia Toka
Patia Toka
90.6 هزار بار بازدید - 8 ماه پیش - ଭୁବନେଶ୍ୱର ଚନ୍ଦ୍ରଶେଖରପୁର ତନିସ୍କ ଜ୍ୱେଲର୍ସ ସମ୍ମୁଖରେ
ଭୁବନେଶ୍ୱର ଚନ୍ଦ୍ରଶେଖରପୁର ତନିସ୍କ ଜ୍ୱେଲର୍ସ ସମ୍ମୁଖରେ ପଡିବ ଏହି ହୋଟେଲ I ଜାନକୀ ନାମକ ଜଣେ ଝିଅ ଏବଂ ତାଙ୍କ ବନ୍ଧୁ ଏହି ହୋଟେଲ ଚଲାନ୍ତି I ଚିକେନ, ମାଛ, ଅଣ୍ଡା, ଚିଙ୍ଗୁଡ଼ି ଠାରୁ ଆରମ୍ଭ କରି କେତେ କଣ I କିନ୍ତୁ ଜାନକୀଙ୍କ ହାତରନ୍ଧା ମାତିହାଣ୍ଡି ମଟନ ସବୁଠୁ ସୁଆଦିଆ I ମାତିହାଣ୍ଡି ମଟନ ପୁଣି ଦୁଇ ବେଳା ଖାଇବାକୁ ମିଳେ, ସକାଳ ସମୟରେ କୋଇଲା ଆଞ୍ଚ ଆଉ ସଂନ୍ଧ୍ୟା ବେଳେ କାଠଚୁଲି ରୋଷେଇ I ଥରେ ଏଠାରେ ମଟନ ଖାଇକି ଦେଖନ୍ତୁ, କେମିତି ଲାଗିଲା କମେଣ୍ଟ ବକ୍ସରେ ଲେଖନ୍ତୁ I ତେବେ ଅଧିକ ବିବରଣୀ ପାଇଁ ଆସନ୍ତୁ ଭିଡ଼ିଓ ଦେଖନ୍ତୁ I

LOCATION 👇🏻

https://maps.app.goo.gl/vQCEbNSD8DyZ1...


Welcome to Patia Toka, your passport to a world of culinary adventures and travel tales! We are your ultimate destination for immersive vlogs that whisk you away to diverse places, revealing the hidden gems of our planet and the incredible culinary wonders they hold. Join us as we explore the streets, savor unique foods, and unearth special dishes that define the essence of each location. Get ready to embark on a journey like no other, as we take you on a gastronomic and globetrotting escapade. Subscribe now and let Patia Toka be your gateway to unforgettable experiences, one bite and destination at a time!

Facebook: Facebook: patiatoka.in

#mutton #muttoncurry #odiamuttoncurry #muttonrecipe #odia #odiavlog #homestyle #girl #bestfood #matihandimutton #viral #youtube #youtuber #trendingvideo #trending #trendingfood #recipe #serve #food #foodvlog #patiatoka #hotel #homestyle #newvlog #bhubaneswar
8 ماه پیش در تاریخ 1402/10/22 منتشر شده است.
90,627 بـار بازدید شده
... بیشتر