JIBANA DIPA || ଜୀବନ ଦୀପ || NEW ODIA CHRISTIAN SONG || SHASANK SEKHAR || AMIT BADANAYAK ||

Amit Badanayak
Amit Badanayak
751.7 هزار بار بازدید - پارسال - JIBANA DIPA || ଜୀବନ ଦୀପ
JIBANA DIPA || ଜୀବନ ଦୀପ || STUDIO VERSION || SHASANK SEKHAR || NEW ODIA CHRISTIAN SONG || AMIT BADANAYAK

AB Music Presents A Soulful And Meaningful Life Changing Christian Devotional Song.Which Is Sung By Shasank Sekhar. Lyrics Penned And Music Composed By Amit Badanayak.Music Arranged By Bapi Samal.Must Watch This Beautiful Song And Like Share Comment And Subscribe.

Praise The Lord...AB Music ତରଫରୁ ସମସ୍ତ ଖ୍ରୀଷ୍ଟୀୟ ଶ୍ରୋତା ବନ୍ଧୁ ମାନଙ୍କୁ ଖ୍ରୀଷ୍ଟ ପ୍ରେମରେ ଆନ୍ତରିକ ନମସ୍କାର ।
ଶଶାଙ୍କ ଶେଖର କଣ୍ଠଦାନ କରିଥିବା ସରଗ ରାଇଜ ଓ ନରକ ଦଣ୍ଡ ଗୀତର ଅପୂର୍ବ ସଫଳତା ପରେ ପରେ AB Music ତରଫରୁ ପୁଣି ଥରେ ତାଙ୍କ କଣ୍ଠରୁ ଭେଟି ଦେଉଛୁ "ଜୀବନ ଦୀପ " ନାମକ ଏକ ଭିନ୍ନ ସ୍ୱାଦର ନୂତନ ଖ୍ରୀଷ୍ଟୀୟ ଭକ୍ତି ଗୀତ । Studio Version ଟି ମୁକ୍ତିଲାଭ ହୋଇଅଛି ଶୁଣନ୍ତୁ ଏବଂ ନିଜ ନିଜ ଜୀବନ ଦୀପ ଲିଭିବା ପୂର୍ବରୁ ନିଜର ପୁରାତନ ସ୍ୱଭାବକୁ ସଜାଡନ୍ତୁ।

ପୃଥିବୀରୁ ପ୍ରତି ଦିନ ଅନେକ ଲୋକଙ୍କ ଜୀବନ ଦୀପ ଲିଭି ଯାଉଛି।  ଦିନେ ଆମ ସଭିଙ୍କର ମଧ୍ୟ କେବେ ନା କେବେ ଜୀବନ ଦୀପ ଲିଭିବ। ଆମେ ଏ ଦୁନିଆକୁ ଏକା ଏକା ଆସିଛୁ ପୁଣି ଏକା ଏକା ଏ ଜଗତକୁ ଛାଡ଼ି ଯିବାକୁ ହେବ। ଏଣୁ ଆମ ଜୀବନ ଦୀପ ଜଳୁଥିବା ସମୟରେ ଯିହିଜିକଲ ୩୩ : ୧୩,୧୪,୧୫ ଅନୁସାରେ ପାପରୁ ଫେରି ଯଦି ନ୍ୟାୟ ଧର୍ମାଚରଣ କରିବା ତେବେ ନିଶ୍ଚୟ ଆମ ପାପ ସବୁ ଗଣନା କରାଯିବ ନାହିଁ ପ୍ରଭୁଙ୍କ ଦୃଷ୍ଟିରେ ସନ୍ତୋଷ ପାତ୍ର ହେଇ ପାରିବା। ଆଉ ଯଦି ମାଥିଉ ୧୬:୨୬ ଅନୁସାରେ ପ୍ରଭୁ ଯୀଶୁଙ୍କୁ ହୃଦେ ଧାରଣ ନ କରି ସମୁଦାୟ ଜଗତକୁ ଜିଣି ଯେବେ ଆମ୍ଭ ମାନଙ୍କର ଜୀବନ ହରାଇ ଦେବା ତେବେ କ'ଣ ଲାଭ ହେବ।

Full Lyrics

ଏ ଜୀବନ ଦୀପ ଦିନେ ଲିଭିବ
ଜୀବନ ସଳିତା ଦିନେ ସରିବ..
ତୁ ଆସିଛୁ ଏକା ଏକା
ଯିବୁ ଦିନେ ଏକା ଏକା...
ମୁଁ ଆସିଛି ଏକା ଏକା
ଯିବି ଦିନେ ଏକା ଏକା...
ଏ ଜୀବନ ଦୀପ ଦିନେ ଲିଭିବ..(୨ଥର)
ଏ ଜଗତ ଛାଡ଼ି ଯିବାକୁ ହେବ
ଆ ଫେରିଆ ହେ ମାନବ
ଦେ ସଜାଡ଼ି ତୋ ସ୍ୱଭାବ...(୨ଥର)..=୦=

ସର୍ବ ଜଗତ କରି କି ଲାଭ
ମୁକତି ନ ପାଇଲେ ମୂଲ୍ୟ ନ ଥିବ
କେତେ ସଞ୍ଚିଲେ ଯଶ ବିଭବ
ଯୀଶୁ ହୃଦେ ନ ଥିଲେ କ'ଣ ମିଳିବ
ଜୀବନ ସଳିତା ଦିନେ ସରିବ...(୨ଥର)
ଶରୀର ମାଟିରେ ବିଲୀନ ହେବ..
ଆ ଫେରିଆ ହେ ମାନବ
ଦେ ସଜାଡ଼ି ତୋ ସ୍ୱଭାବ......(୨ଥର)..=୧=

ପାପରୁ ଫେରି ଯେଉଁ ମାନବ
ନ୍ୟାୟ ଧର୍ମାଚରଣ ନିତି କରିବ
ତା ପାପ ସବୁ ଗଣା ନ ଯିବ
ସେ ଅବଶ୍ୟ ବଞ୍ଚିବ ନ ମରିବ...
ସୁଯୋଗ ରହିଛି ଯିଏ ଫେରିବ...(୨ଥର)
ପ୍ରଭୁଙ୍କ ସନ୍ତୋଷ ପାତ୍ର ସେ ହେବ..
ଆ ଫେରିଆ ହେ ମାନବ
ଦେ ସଜାଡ଼ି ତୋ ସ୍ୱଭାବ......(୨ଥର)..=୨=

କଣ୍ଠଦାନ - ଶଶାଙ୍କ ଶେଖର
ଗୀତ ରଚନା ଓ ସ୍ୱର ସଂଯୋଜନା - ଅମିତ୍ ବଡ଼ନାୟକ
ସଙ୍ଗୀତ ପରିଚାଳନା - ବାପି ସାମଲ

SONG CREDITS :

* Song : Jibana Dipa (Studio Version)

* Singer : Shasank Sekhar (Ollywood Singer)

* Lyrics : Amit Badanayak

* Music Composition : Amit Badanayak

* Arrangement & Programming : Bapi Samal

* Record & Mixing : Smruti Studio, BBSR

* Mastering by : Smruti Ranjan Samal

* Camera ,Edit & Poster - Biswo

* Banner : AB Music

* Prayer Supported By : Dn.Fr. Daniel Badanayak

* Special Thanks : Premanidhi Singh, Sulochana Singh, Julu Badanayak and Byasadev Digal

* Production : AB Music

* WhatsApp : 8895583382,7978601423

* Contact : 7978601423,8895583382


#jibanadipasong
#jibanadipachristiansong
#shasanksekharnewchristiansong
#newodiachristiansong
#amitbadanayaknewchristiansongs
#odiachristiansong
#amitbadanayaksongs
#latestodiachristiansongs
#shasanksekhar
#amitbadanayak
#shasanksekharnewsongs
#amitbadanayakchristiansongs
#shasanksekharchristiansongs
#odiachristiansongs
#abmusic
#latestodiachristiansongs
#humanesagarchristiansongs
#amitpanichristiansongs
#newodiajisusong
#odiajesussongs

ଅନ୍ୟ ସମସ୍ତ ଲୋକ ପ୍ରିୟ ଖ୍ରୀଷ୍ଟିଆନ ଗୀତ ଗୁଡ଼ିକର Links
ତଳେ ଦିଆଯାଇଛି ଦେଖି ନିଅନ୍ତୁ

ଆହେ ଦୁଃଖହାରୀ (Studio Version)
AHE DUKHAHARI || ଆହେ ଦୁଃଖହାରୀ || NEW ...

ଧନ୍ୟ ଧନ୍ୟ (Amit Pani)
DHANYA DHANYA || ଧନ୍ୟ ଧନ୍ୟ || NEW ODI...

ଅଛି ଦିନେ ମରଣ (Humane Sagar)
ACHI DINE MARANA || ଅଛି ଦିନେ ମରଣ  || ...

ବଡ଼ଦିନର ଅଭିନନ୍ଦନ ( Humane Sagar)
BADADINARA ABHINANDANA | ବଡ଼ଦିନର ଅଭିନ...

ନରକ ଦଣ୍ଡ (Studio Version)
NARAKA DANDA | ନରକ ଦଣ୍ଡ | NEW ODIA CH...

ସଙ୍ଗୀତର ସାତ ସୂରେ (Asima Panda)
SANGITARA SATA SURE || ସଙ୍ଗୀତର ସାତ ସୂ...

ଫେରିଆ ଫେରିଆ (Humane Sagar)
PHERIA PHERIA || ଫେରିଆ ଫେରିଆ || HUMAN...

ନାଉରୀ (JYOTIRMAYEE NAYAK)
NAURI | ନାଉରୀ | NEW ODIA CHRISTIAN SO...

ରେ ମନ (HUMANE SAGAR)
RE MANA | ରେ ମନ | HUMANE SAGAR | NEW ...

ସରଗ ରାଇଜ (SHASANK SEKHAR)
SARAGA RAIJA | ସରଗ ରାଇଜ | NEW ODIA CH...

ଅଳପ ଆୟୁଷ (Ananya Sritam Nanda)
ALAPA AYUSHA || ଅଳପ ଆୟୁଷ || ANANYA SR...

ଆସିଛି ବଡ଼ଦିନ Asima Panda (Studio Version)
ASICHI BADADINA | ଆସିଛି ବଡ଼ଦିନ | NEW ...

ମହାମାରୀରୁ ରକ୍ଷା କର (Asima Panda)
MAHAMARIRU RAKHYA KARA | ମହାମାରୀରୁ ରକ...

ପ୍ରଶଂସା ହେଉ ତୁମର (Amit Pani)
PRASANGSA HEU TUMARA || ପ୍ରଶଂସା ହେଉ ତ...

ଆରାଧ୍ୟ ଈଶ୍ୱର (Ira Mohanty)
ARADHYA ESWARA | ଆରାଧ୍ୟ ଈଶ୍ୱର | NEW O...

ଲହୁ ଭିଜା ଲଲାଟ (Studio Version)
LAHU BHIJA LALATA || ଲହୁ ଭିଜା ଲଲାଟ ||...

ମୁଁ ଯେ ଅକିଞ୍ଚନ (Studio Version)
MU JE AKINCHANA || ମୁଁ ଯେ ଅକିଞ୍ଚନ || ...

ହେ ପ୍ରଭୁ (Full HD Video)
HE PRABHU || ହେ ପ୍ରଭୁ || HUMANE SAGAR...

ହେ କ୍ରୁଶଧାରୀ (Studio Version)
NEW ODIA GOOD FRIDAY SPECIAL SONG 202...

କମ୍ପିଉଠେ ଏ ଧରା ଧାମ (Studio Version)
KAMPIUTHE | କମ୍ପିଉଠେ | NEW ODIA CHRIS...

କେତେବେଳେ ଚାଲିଯିବ ଜୀବନ (Full Video)
KETEBELE CHALIJIBA JEEBANA | କେତେବେଳେ...

କେତେ କାଳରେ ମନ (Studio Version)
KETE KALA RE MANA || କେତେ କାଳ ରେ ମନ |...

ସତର୍କ ଟିକେ ରୁହ (Studio Version)
Satarka Tike Ruha || Studio Version |...

ଶେଷ ଘଣ୍ଟି ( Full Video)
SESHA GHANTI || ଶେଷ ଘଣ୍ଟି || HUMANE S...

ଯୀଶୁ ମୁଁ ତୁମକୁ ହୃଦେ ରଖିବି (Studio Version)
JISU MU TUMAKU HRUDE RAKHIBI | ANTARA...


!!* ANTI-PIRACY WARNING *!!

This content is copyright to Amit Badanayak. Any unauthorized reproduction redistribution, re-upload (audio or video) is strictly prohibited of this material. Legal action will be taken against those who violate this copyright material presented.
پارسال در تاریخ 1402/03/27 منتشر شده است.
751,759 بـار بازدید شده
... بیشتر