RAJANKARA RAJA JISU | NEW ODIA CHRISTIAN SONG | ASIMA PANDA

MALAYA NAIK OFFICIAL
MALAYA NAIK OFFICIAL
253.2 هزار بار بازدید - 3 سال پیش - Rajankar RajaRAJANKAR RAJA JISU ||
Rajankar Raja
RAJANKAR RAJA JISU || ରାଜାଙ୍କର ରାଜା ଯୀଶୁ || NEW CHRISTIAN SONG 2022 || ASEEMA PANDAN NEW SONG || MALAYA NAIK || NEW ODIA CHRISTIAN SONG || STUDIO VERSION

"FOR BETTERSOUND CLARIT USE HEADPHONES"

Full Lyrics

"ରାଜାଙ୍କର ରାଜା ଆମର ଯୀଶୁ ରାଜା…..(୨ଥର)
           ଜନମିଲେ ଧରା ଧାମେ
ମୋନ ଆତ୍ମା ପ୍ରାଣ  ସମର୍ପି ଦେବା ହୋ….(୨ଥର)
           ପ୍ରିୟ ଯୀଶୁଙ୍କର ନାମେ…..                      
ଆସ ଆଜି ନାଚିବା ଭାଇ ଗାଇ ଗାଇ ଯୀଶୁ ନାମେ
ଆସ ଆମେ ଗାଇବା ଭାଇ ପ୍ରିୟ ଯୀଶୁଙ୍କର ନାମେ"    
               ==୦==
"ସରଗର ସୁଖ ଛାଡ଼ି ଶିଶୁର ରୂପ ସେ ନେଲେ
ପାପିର ମୁକତି ପାଇଁ ଗୁହାଳରେ ଜନମିଲେ..,,(୨ଥର)

           ଝୁମି ଉଠେ ମନ ଝୁମି ଉଠେ ପ୍ରାଣ
           ଝୁମି ଉଠେ ମନ ଝୁମି ଉଠେ ପ୍ରାଣ
                       ଆନନ୍ଦିତ ଭାଇ ଆମେ….
ଆସ ଆଜି ନାଚିବା ଭାଇ ଗାଇ ଗାଇ ଯୀଶୁ ନାମେ
ଆସ ଆମେ ଗାଇବା ଭାଇ ପ୍ରିୟ ଯୀଶୁଙ୍କର ନାମେ
                 ==୧==
"ତାରା ଦେଖିଣ ପଣ୍ଡିତେ ଆସିଲେ ଯୀଶୁଙ୍କ ପାଶେ
ସମର୍ପିଲେ ତାଙ୍କ ଭେଟି ପ୍ରଭୁ ଯୀଶୁଙ୍କର ପାଦେ…,,(୨ଥର)

            ଆମ ତ୍ରାଣ କର୍ତ୍ତା ଜନମିଲେ ଆଜି
            ଆମ ମୁକ୍ତି ଦାତା ଜନମିଲେ ଆଜି
                         ଆନନ୍ଦିତ ଭାଇ ଆମେ….
ଆସ ଆଜି ନାଚିବା ଭାଇ ଗାଇ ଗାଇ ଯୀଶୁ ନାମେ
ଆସ ଆମେ ଗାଇବା ଭାଇ ପ୍ରିୟ ଯୀଶୁଙ୍କର ନାମେ
                        ==୨==
"ରାଜାଙ୍କର ରାଜା ଆମର ଯୀଶୁ ରାଜା…..(୨ଥର)
           ଜନମିଲେ ଧରା ଧାମେ
ମୋନ ଆତ୍ମା ପ୍ରାଣ  ସମର୍ପି ଦେବା ହୋ….(୨ଥର)
           ପ୍ରିୟ ଯୀଶୁଙ୍କର ନାମେ…..    
                 
ଆସ ଆଜି ନାଚିବା ଭାଇ ଗାଇ ଗାଇ ଯୀଶୁ ନାମେ
ଆସ ଆମେ ଗାଇବା ଭାଇ ପ୍ରିୟ ଯୀଶୁଙ୍କର ନାମେ"
ଆସ ଆଜି ନାଚିବା ଭାଇ ଗାଇ ଗାଇ ଯୀଶୁ ନାମେ
ଆସ ଆମେ ଗାଇବା ଭାଇ ପ୍ରିୟ ଯୀଶୁଙ୍କର ନାମେ"

SONG CREDITS:

* Song:Rajankara Raja Jisu  (ରାଜାଙ୍କର ରାଜା ଯୀଶୁ)

* Singer : Aseema Panda (Ollywood Singer)

* Lyrics : Tapan Naik & Malaya Naik

* Music : Malaya Naik (9937612921)

* Programming & Arrangement: Bapi Samal

* Recording & Mix: SAA Studio, Cuttack

* Mastering By: Asish Ranjan Mohapatra

* Production : MN Music

* Poster : Gagan Murali & Jisi Raita

* Special Thanks : Amit Badanayak, Mukesh Nayak

* Supported By : Rabindra, Samir, Jagruti, Shruti



ଅନ୍ୟ ସୁପରହିଟ ଖ୍ରୀଷ୍ଟିଆନ ଗୀତର link

ହେ ପ୍ରିୟ ଯୀଶୁ  (ମଳୟ ନାଏକ)
ହେ ପ୍ରିୟ ଯୀଶୁ || HE PRIYA JISU || MAL...


ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ମଧୁର ନାମରେ ସମସ୍ତଙ୍କୁ ନମସ୍କାର । ମୁଁ ମଳୟ ନାଏକ। MN Music 🎶 ତରଫରୁ ବଡଦିନ ଉପଲକ୍ଷେ ଆପଣମାନଙ୍କୁ ଉପହାର ସ୍ବରୂପ ଭେଟି ଦେଉଛୁ ପ୍ରଶଂସା ଉଦ୍ଦେଶ୍ୟ ରେ ଏକ ସୁନ୍ଦର ମନଛୁଆଁ ଖ୍ରୀଷ୍ଟ ମାସ ଗୀତ।

              ଆଶା କରୁଛି ଆପଣମାନଙ୍କୁ ନିଶ୍ଚୟ ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମ ପର୍ବ ଗୀତ ଭଲ ଲାଗିବ। ଦେଖିବାକୁ ଭୂଳନ୍ତୁ ନାହିଁ। ମୁଁ ପ୍ରଥମ କରି ଏହି ଗୀତ ଆପଣମାନଙ୍କ ଠାରେ ପସ୍ତୁତ କରୁଛି। ପ୍ରଭୁଙ୍କ ଗୌରବ ଉଦ୍ଦେଶ୍ୟରେ ଯଦି ଏହି ଭଡିଓଟି ଭଲ ଲାଗିଥାଏ ତେବେ " Malaya Naik Official " YouTube channel କୁ like, comment ଏବଂ share କରନ୍ତୁ ।
              ଆମ ସହ ଯୋଡ଼ି ହୋଇ ରହିବା ପାଇଁ ଏବଂ ସବୁଦିନ ନୂଆ  ନୂଆ  ଖ୍ରୀଷ୍ଟୀୟ ଭକ୍ତି ସଙ୍ଗୀତ ର notification ପାଇବା ପାଇଁ " Malaya Naik Official " YouTube channel କୁ subscribe କରନ୍ତୁ ଏବଂ bell button . ନିଶ୍ଚୟ press କରନ୍ତୁ । । ଧନ୍ୟବାଦ ।। । PRAISE THE LORD ||

#rajankararajajisu
#asimapandanewchristiansong
#newchristmasspecialsong
#aseemapandanewchristiansong
#asimapandanewchristimassong
#newodichristiansong2021
#newodiachristiansong
#aseemapandanewsong
#humansagarchristiansong
#asimapandanewsong
#amitpaninewsong
#latestchristiansong
#aseemapandanewodiachristiansong
#Newodiachristiansong2022
#subhamsamal




!!* ANTI-PIRACY WARNING *!!

This content is copyright to Malaya Nayak Official. Any unauthorized reproduction redistribution, re-upload (audio or video) is strictly prohibited of this material. Legal action will be taken against those who violate this copyright material presented.


Thank you
GOD Bless You
3 سال پیش در تاریخ 1400/10/03 منتشر شده است.
253,271 بـار بازدید شده
... بیشتر