ଆଜି ହିଁ ଚଲାନ୍ତୁ John Deere 5045D Power Pro 4WD || John Deere 5045D Power Pro 4WD Walk Around.

E- farming Odisha
E- farming Odisha
142.2 هزار بار بازدید - 2 سال پیش - ପି.ଜି.ଏଲ୍ ଏଗ୍ରୀଟେକ ହେଉଛି ଓଡ଼ିଶାର ଅଗ୍ରଣୀ
ପି.ଜି.ଏଲ୍ ଏଗ୍ରୀଟେକ ହେଉଛି ଓଡ଼ିଶାର ଅଗ୍ରଣୀ ଜନ ଡିୟର ଟ୍ରାକ୍ଟର ଶୋରୁମ । ଛଅ ବର୍ଷ ଧରି ଓଡ଼ିଶାର ଗ୍ରାହକ ମାନଙ୍କୁ ସେବା ଯୋଗାଉଥିବା ଏହି ଶୋରୁମ ୧୨୦୦ ରୁ ଅଧିକ ଗ୍ରାହକଙ୍କୁ ସନ୍ତୁଷ୍ଟ କରିବା ସହ ବିଶ୍ୱାସ ଭାଜନ ହୋଇ ପାରିଛି ।

ଏହି ଶୋରୁମ ନିଜ ଗ୍ରାହକ ମାନଙ୍କ ଘରକୁ ଯାଇ ହିଁ ସେବା ଯୋଗାଇ ଦେଇଥାଏ ।

ଏହି ଭିଡ଼ିଓରେ ଆମେ ଜନ ଡିୟର କମ୍ପାନୀର ୫୦୪୫ଡ଼ି - ୪ ଡବ୍ୟୁ.ଡ଼ି ମଡେଲର ସମସ୍ତ ଟିକନିକ ତଥ୍ୟ ସହ ଗୁଣବତ୍ତା ବାବଦରେ ଆଲୋଚନା କରିଛୁ ।

ଉପହାର :
ଜନ ଡିୟର କମ୍ପାନୀର ଯେକୌଣସି ଟ୍ରାକ୍ଟର କ୍ରୟ ଉପରେ ପି.ଜି.ଏଲ୍ ଏଗ୍ରିଟେକ ଦେଉଛି ୧୦୦ ଗ୍ରାମର ରୂପା ମୁଦ୍ରା ଉପହାର / ମାଗଣା ।

ସର୍ତ୍ତାବଳୀ: ୧୫ ନଭେମ୍ବର ପର୍ଯ୍ୟନ୍ତ ଏହି ଅଫର ବଳବତ୍ତର ରହିବ।

ପି.ଜି.ଏଲ୍ ଏଗ୍ରିଟେକ ଯୋଗାଯୋଗ:
ଅଧିକ ବିବରଣୀ କିମ୍ବା ମାଗଣା ଡେମୋ ପାଇଁ ଯୋଗାଯୋଗ କରନ୍ତୁ । ୭୭୮୮୦୦୧୦୯୮ , ୮୧୧୪୩୭୩୨୩୩

ଶୋରୁମ ଠିକଣା : ପ୍ଲଟ ନମ୍ବର- ୫୦୯ , ରସୁଲଗଡ଼ ଛକ , ଭୁବନେଶ୍ୱର - ୭୫୧୦୧୦ , ଓଡ଼ିଶା

ଆମ ଶାଖା- ଭୁବନେଶ୍ୱର , ପୁରୀ , ଖୋର୍ଦ୍ଧା , ପିପିଲି, ବାଣପୁର

ଆମ ସହ ଯୋଡ଼ି ହୁଅନ୍ତୁ: https://www.pglagritech.com/5045D
ଇମେଲ: [email protected]

Google My Business: https://g.page/r/CQ4O1D0YexS4EBA

Facebook: Facebook: PglAgritechBhubaneswar

Instagram: Instagram: pgl_agritech

Youtube Channel:
PGL AgriTech

-----------------------------------------------------------------------
-----------------------------------------------------------------------------
#johndeere #tractor #review


This video is an influencer marketing work in association with viral since (A unit of Nezler Technologies)
To promote your brand with us call us at 9937342453
Or visit: https://www.viralsince.com
2 سال پیش در تاریخ 1401/08/03 منتشر شده است.
142,294 بـار بازدید شده
... بیشتر