‘ମୋ ଉପରକୁ ଚୌକି ଫୋପାଡିଥିଲା ଅଭିନବ’|| Abhinav Singh Scandal || Actress Sypriya || Odisha Reporter

Odisha Reporter
Odisha Reporter
4.8 هزار بار بازدید - 4 هفته پیش - ଗତକାଲି ଇନଫୋସିଟି ଥାନା ମାମଲାରେ ପ୍ରତିକ୍ରିୟା
ଗତକାଲି ଇନଫୋସିଟି ଥାନା ମାମଲାରେ ପ୍ରତିକ୍ରିୟା ରଖିଛନ୍ତି ଅଭିନେତ୍ରୀ ସୁପ୍ରିୟା। ଗିରଫ ଅଭିଯୁକ୍ତ ଅଭିନବ ସିଂ କରିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ସୁପ୍ରିୟା। ସେ ଅଭିନବଙ୍କ ପତ୍ନୀଙ୍କୁ ଜାଣନ୍ତିନାହିଁ ପ୍ରଭାବିତ କରିବା ତ ଦୂରର କଥା। ଅନ୍ୟପଟେ ସୁପ୍ରିୟଙ୍କ ଦ୍ଵାରା ପ୍ରଯୋଜିତ ଏକ ଆଲବମକୁ ନେଇ ଅଭିନବ ତାଙ୍କୁ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେଇଥିଲା। ଯାହାକୁ ନେଇ ନନ୍ଦନକାନନ ଥାନାରେ ଲିଖିତ ଅଭିଯୋଗ ମଧ୍ୟ ରହିଛି। ଯେମିତି କର୍ମ କରିଥିଲା ସେମିତି ଫଳ ପାଇଛି ଅଭିନବ ବୋଲି କହିଛନ୍ତି ସୁପ୍ରିୟା... Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: bit.ly/OdishaReporteronYouTube Web: odishareporter.in/ Facebook: www.facebook.com/OdishaReporter/ Twitter: twitter.com/OdishaReporter Telegram: telegram.me/Odisha_Reporter_official Instagram: www.instagram.com/odishareporter_official/ #OdishaReporter #SypriyaRevelation #AbhinavSingh #Controversy #ShockingDetails #ActressStatement #Scandal #TruthRevealed #Exposé #CelebrityNews
4 هفته پیش در تاریخ 1403/05/25 منتشر شده است.
4,888 بـار بازدید شده
... بیشتر