ଆମ ପରିବେଶ (Our Environment) class 10 life science chapter-9 in odia || ପରିସଂସ୍ଥା ର ଗାଠନିକ ଉପାଦାନ ||

Revolution Education
Revolution Education
10.7 هزار بار بازدید - 9 ماه پیش - #structural_components_of_ecosystem
#structural_components_of_ecosystem #revolutioneducation #class10biologychapter9 #ourenvironmentclass10 #aama_paribesa

ମଣିଷକୁ ଚତୁଃପାର୍ଶ୍ୱରୁ ଘେରି ରହି ତାର ଜୀବନ ତ‌ଥା କାର୍ଯ୍ୟକଳାପ ଉପରେ ପ୍ରଭାବ ପକାଉଥିବା ପରିବୃତ୍ତିକୁ (Surroundings) ପରିବେଶ (Environment) କୁହାଯାଏ । ପୃଥିବୀର ସ୍ଥଳ, ଜଳ, ବାୟୁ, ଉଦ୍ଭିଦ ଓ ପ୍ରାଣୀ ଜଗତ ଏହି ପରିବୃତ୍ତିର ଅଂଶବିଶେଷ |
9 ماه پیش در تاریخ 1402/09/10 منتشر شده است.
10,772 بـار بازدید شده
... بیشتر