ମଇଦା ରେ ବନାନ୍ତୁ ଏହି testy recipe || very easy || super testy || #food #recipe #testy #shorts

COOK WITH SUMATI
COOK WITH SUMATI
229 بار بازدید - 2 هفته پیش - ଜୟ ଜଗନ୍ନାଥ ସାଙ୍ଗମାନେ 🙏ଆଜି ମୁଁ
ଜୟ ଜଗନ୍ନାଥ ସାଙ୍ଗମାନେ 🙏
ଆଜି ମୁଁ ଗୋଟେ ନୂଆ recipe ନେଇକି ଆସିଛି
ଯଦି ଆପଣ ଘରେ ବସି ସେଇ ପୁରୁଣା recipe କୁ ଖାଇ ଖାଇ ବିରକ୍ତ ହେଇ ଯାଉଛନ୍ତି ତେବେ ଡେରି ନକର ଏହି recipe video କୁ first ରୁ last ପର୍ଯ୍ୟନ୍ତ ଦେଖନ୍ତୁ ଆଉ ନିଜ ଘରେ try କରି ଖାନ୍ତୁ.
iam sure  କି ଆପଣଙ୍କୁ ଏହି recipe ବହୁତ ଭଲ ଲାଗିବ
ତିଆରି କରିବାକୁ ବହୁତ ସହଜ ବହୁତ କମ ର୍ଟମେ ଭିତରେ ଆପଣ ବନେଇ ପାରିବେ ଖାଇବାକୁ ମଧ୍ୟ ବହୁତ testy 👌

______________________________________________

ଆହୁରି ନୂଆ ନୂଆ recipe video ଦେଖିବା ପାଇଁ ମୋତେ subscribe କରନ୍ତୁ ଆଉ ମୋର ସବୁ ନୂଆ ନୂଆ video ଦେଖନ୍ତୁ like କରନ୍ତୁ
ମୁଁ ମଧ୍ୟ ବେଳେବେଳେ ଆପଣ ଙ୍କ ପାଇଁ ବ୍ଲୋଗ video ନେଇକି ଆସିବି
ସେଥିପାଇଁ ମୋ channel କୁ subscribe କରନ୍ତୁ 👍
ଧନ୍ୟବାଦ 🙏
2 هفته پیش در تاریخ 1403/04/09 منتشر شده است.
229 بـار بازدید شده
... بیشتر