ହେ ଚକାନୟନ - ଶାନ୍ତିଲତା ବାରିକ (ଛୋଟରାୟ) | He Chakanayana - Shantilata Barik (Chhotray) Superhit Bhajan

OdishaLIVE
OdishaLIVE
1.7 میلیون بار بازدید - 11 سال پیش - #ShantilataBarikChhotray
#ShantilataBarikChhotray #OdiaDevotional He Chakanayana, superhit odia bhajan by Shantilata Barik Chhotray ଶାନ୍ତିଲତା ବାରିକ ଛୋଟରାୟ ଓଡ଼ିଆ ଭକ୍ତି ସଙ୍ଗୀତର ଜଣେ ଅତି ପରିଚିତ ଓ ଆପଣାର ନାଁ। ନିଜ କଣ୍ଠର ମିଠାପଣ ସହିତ ଅପୂର୍ବ ଭକ୍ତି ଭାବନା ଯୋଡ଼ି ସେ ଯେଉଁ ସଙ୍ଗୀତ ପରିବେଷଣ କରନ୍ତି, ତାହା ଶ୍ରୋତାଙ୍କ ଭିତରେ ଭକ୍ତି, ସମର୍ପଣ ଏବଂ ବିଭୁ ଚେତନା ସୃଷ୍ଟି କରେ। ସେ ଗାଇଥିବା ଭକ୍ତିସଙ୍ଗୀତ ପ୍ରତି ଦେଶ ବିଦେଶରେ ଲୋକଙ୍କର ବେଶ୍ ଆଦର ରହିଛି। ତାଙ୍କ ଭଜନ ଓଡ଼ିଶାର କଳା ଓ ସଂସ୍କୃତି ଏବଂ ଶ୍ରୀ ଜଗନ୍ନାଥଙ୍କ ସହ ଲୋକଙ୍କୁ ଯୋଡ଼ିବାରେ ସକ୍ଷମ ହୋଇପାରିଛି। ‘ହେ ଚକାନୟନ..’ (Video Link:    • ହେ ଚକାନୟନ -  ଶାନ୍ତିଲତା ବାରିକ (ଛୋଟରାୟ)...  ) ହେଉଛି ଶାନ୍ତିଲତା ବାରିକ ଛୋଟରାୟଙ୍କର ଏକ ଲୋକପ୍ରିୟ ଭଜନ। ୧୯୭୮ ମସିହାରେ ରେକର୍ଡ ହୋଇଥିବା ଏହି ଗୀତଟି ଶ୍ରୋତାଙ୍କ ମହଲରେ ବେଶ ଆଦର ପାଇଛି। ଏହି ଗୀତଟିକୁ ଗାଇବା ବେଳେ ନିଜକୁ ମହାପ୍ରଭୁଙ୍କ ପାଖରେ ସମର୍ପଣ କରିଦେଇଥିଲେ ଶାନ୍ତିଲତା ବାରିକ। ‘ହେ ଚକାନୟନ…’ ଗୀତ ରେକର୍ଡିଂ କରିବା ଏତେ ସହଜ ନଥିଲା। ରେକର୍ଡିଂକୁ ଯିବା ପାଇଁ ଶାନ୍ତିଲତା ବାରିକଙ୍କୁ ଠିକ୍ ସମୟରେ ବସ ମିଳିନଥିଲା। ତଥାପି ସେ ଧୈର୍ଯ୍ୟହରା ହୋଇପଡ଼ିନଥିଲେ। ଅନେକ ସମସ୍ୟାକୁ ଅତିକ୍ରମ କରି ପହଞ୍ଚିଥିଲେ ରେକର୍ଡିଂ ଷ୍ଟୁଡିଓରେ। ଏଗୀତଟି ଲୋକପ୍ରିୟତା ହାସଲ କରିବା ପରେ ସବୁ ପରିଶ୍ରମର ଫଳ ମିଳିଯାଇଥିଲା ବୋଲି ସେ କହିଥିଲେ। ଓଡ଼ିଆ ଭଜନ ପ୍ରତି ଶାନ୍ତିଲତା ବାରିକ୍‌ ଛୋଟରାୟଙ୍କ ବିଶେଷ ଅବଦାନ ପାଇଁ ତାଙ୍କୁ ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ ପୁରସ୍କାର ପ୍ରାପ୍ତ ହୋଇଛି। Click the 'bell' icon and Subscribe! For always being informed, and entertained find us here: News Website: www.odisha.live/ Facebook: www.facebook.com/odishalive Youtube: youtube.com/odishalive Twitter: www.twitter.com/odishalive A MediaLearning Web Production. Produced for OdishaLIVE Web Channel: www.odishalive.tv (A Web Initiative of Academy for Media Learning Private Limited) M-6, Samanta Vihar, Near Kalinga Hospital, Bhubaneswar-751017 (Odisha). Email: [email protected], [email protected] Tel: +91-674-2303311 Produced and broadcast in public interest. Copyright Statement: All rights reserved 'Academy for Media Learning Private Limited'. This content is available for mass viewing only through this platform or through any other platform as presented by Academy for Media Learning Private Limited from time to time. Any unauthorised download of this content for any personal or commercial use is restricted. Unauthorised use of the content or any part of the same for mass viewing or broadcast or use in other productions without written permission of the producer is illegal and may violate copyright laws.
11 سال پیش در تاریخ 1392/10/10 منتشر شده است.
1,725,213 بـار بازدید شده
... بیشتر